ଗ୍ରୀସ: ଡଙ୍ଗା ବୁଡି ୧୨୬ ଶରଣାର୍ଥୀ ମୃତ

ଏଥେନ୍ସ: ଲିବ୍ୟାରୁ ଗ୍ରୀସକୁ ଶରଣାର୍ଥୀ ନେଇ ଆସୁଥିବା ଏକ ବେଆଇନ୍‌ ଡଙ୍ଗା ବୁଡିଯିବାରୁ ୧୨୬ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ଆଜି ଗ୍ରୀକ୍‌ ଉପକୂଳରୁ ୧୧୦ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଏହି ଡଙ୍ଗାରେ ୩୪୦ରୁ ଅଧିକ ଯାତ୍ରୀ ରହିଥିବା ଗ୍ରୀସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗ୍ରୀସ ସେନା ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି […]

Boat-IndianOcean-Reuters

Boat-IndianOcean-Reuters

Rakesh Mallick
  • Published: Saturday, 04 June 2016
  • Updated: 04 May 2017, 03:44 PM IST

Sports

Latest News

ଏଥେନ୍ସ: ଲିବ୍ୟାରୁ ଗ୍ରୀସକୁ ଶରଣାର୍ଥୀ ନେଇ ଆସୁଥିବା ଏକ ବେଆଇନ୍‌ ଡଙ୍ଗା ବୁଡିଯିବାରୁ ୧୨୬ ଜଣରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ଆଜି ଗ୍ରୀକ୍‌ ଉପକୂଳରୁ ୧୧୦ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଏହି ଡଙ୍ଗାରେ ୩୪୦ରୁ ଅଧିକ ଯାତ୍ରୀ ରହିଥିବା ଗ୍ରୀସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବି ବହୁ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗ୍ରୀସ ସେନା ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ଏହି ଶରଣାର୍ଥୀମାନେ ଲିବ୍ୟାର ଜୱାରା ସହରୁ ଗ୍ରୀସ୍‌କୁ ଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story