ସାଂଘାତିକ: ବଳ ପୂର୍ବକ ନାବାଳକର ଲିଙ୍ଗ ପରିବର୍ତ୍ତନ କରି ବାରମ୍ବାର ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଅତ୍ୟନ୍ତ ଲଜ୍ଜାଜନକ ଓ ଲୋମହର୍ଷଣକାରୀ ଘଟଣା ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି। ଏଠାରେ ୬ ଜଣ ଯୁବକ ବଳ ପୂର୍ବକ ଜଣେ ୧୩ ବର୍ଷୀୟ ବାଳକଙ୍କ ଲିଙ୍ଗ ପରିବର୍ତ୍ତନ କରାଇଛନ୍ତି। ଏହାପରେ ଉକ୍ତ ନାବାଳକଙ୍କୁ ସେମାନେ ମାସାଧିକ କାଳ ଗଣଦୁଷ୍କର୍ମ କରିଛନ୍ତି। ଦିଲ୍ଲୀ ମହିଳା କମିଶନ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ୍‌ ଏଫଆଇଆର ରୁଜୁ କରିଛି। ସୂଚନା ଅନୁସାରେ ୩ ବର୍ଷ ତଳେ ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ନାବାଳକ ଦୀପକ(ଛଦ୍ମନାମ) ଅଭିଯୁକ୍ତମାନଙ୍କୁ […]

i

i

Hemant Lenka
  • Published: Friday, 15 January 2021
  • Updated: 15 January 2021, 02:14 PM IST

Sports

Latest News

ନୂଆଦିଲ୍ଲୀ: ଅତ୍ୟନ୍ତ ଲଜ୍ଜାଜନକ ଓ ଲୋମହର୍ଷଣକାରୀ ଘଟଣା ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି। ଏଠାରେ ୬ ଜଣ ଯୁବକ ବଳ ପୂର୍ବକ ଜଣେ ୧୩ ବର୍ଷୀୟ ବାଳକଙ୍କ ଲିଙ୍ଗ ପରିବର୍ତ୍ତନ କରାଇଛନ୍ତି। ଏହାପରେ ଉକ୍ତ ନାବାଳକଙ୍କୁ ସେମାନେ ମାସାଧିକ କାଳ ଗଣଦୁଷ୍କର୍ମ କରିଛନ୍ତି। ଦିଲ୍ଲୀ ମହିଳା କମିଶନ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ୍‌ ଏଫଆଇଆର ରୁଜୁ କରିଛି।

ସୂଚନା ଅନୁସାରେ ୩ ବର୍ଷ ତଳେ ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ନାବାଳକ ଦୀପକ(ଛଦ୍ମନାମ) ଅଭିଯୁକ୍ତମାନଙ୍କୁ ଭେଟିଥିଲେ। ଗୋଟିଏ ଡ୍ୟାନ୍ସ କାର୍ଯ୍ୟକ୍ରମ ବେଳେ ଏମାନେ ପରସ୍ପରଙ୍କ ନିକଟତର ହୋଇଥିଲେ। ସେଠାରେ ଅଭିଯୁକ୍ତମାନେ ଦୀପକଙ୍କୁ ଡ୍ୟାନ୍ସ ଶିଖାଇବାକୁ ପ୍ରତିଶ୍ରୁତି ଦେଇ ବନ୍ଧୁତା କରିଥିଲେ ଓ ତାଙ୍କୁ ମଣ୍ଡାଭାଲି ନେଇ ଯାଇଥିଲେ।

ସମୟକ୍ରମେ ଦୀପକ ବିଭିନ୍ନ ଇଭେଣ୍ଟରେ ଡ୍ୟାନ୍ସ କରୁଥିଲେ ଓ ଏଥିପାଇଁ ଟଙ୍କା ମଧ୍ୟ ପାଉଥିଲେ। ତେବେ ଅଭିଯୁକ୍ତମାନେ ଗୋଟିଏ ଦିନ ତାଙ୍କୁ ନିଶା ଦେଇ ବଳ ପୂର୍ବକ ଅସ୍ତ୍ରୋପଚାର ଦ୍ୱାରା ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ। ଏଥିସହ ଝିଅ ଭଳି ଦିଶିବା ପାଇଁ ସେମାନେ ଦୀପକଙ୍କୁ ହର୍ମୋନାଲ ମେଡିସିନ ମଧ୍ୟ ଦେଉଥିଲେ।

ଲିଙ୍ଗ ପରିବର୍ତ୍ତନ ହୋଇ ଯାଇଥିବାରୁ ଅଭିଯୁକ୍ତମାନେ ତାଙ୍କ ସହ ବାରମ୍ବାର ଗଣଦୁଷ୍କର୍ମ କରିବା ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ, କିଛି ଗ୍ରାହକ ଅଭିଯୁକ୍ତମାନଙ୍କୁ ଟଙ୍କା ଦେଇ ଦୀପକଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲେ। ଦୀପକ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅଭିଯୁକ୍ତମାନେ ଜୋରବରଦସ୍ତି ଦିଲ୍ଲୀର ଟ୍ରାଫିକରେ ଭିକ ମାଗିବା କାମରେ ମଧ୍ୟ ନିୟୋଜିତ କରିଥିଲେ।

୨୦୨୦ ମାର୍ଚ୍ଚ ମାସରେ ଦୀପକ ତାଙ୍କର ଜଣେ ସାଙ୍ଗଙ୍କ ସହାୟତାରେ ଅଭିଯୁକ୍ତଙ୍କ କବଳରୁ ଖସି ଆସି ତାଙ୍କ ମା’ଙ୍କ ପାଖରେ ପହଞ୍ଚିଥିଲେ। ତେବେ ଅଭିଯୁକ୍ତମାନେ ଦୀପକଙ୍କ ଘରେ ପହଞ୍ଚି ତାଙ୍କ ଘର ଭଙ୍ଗାରୁଜା କରି ଦେଇଥିଲେ। ଏହାପରେ ସେମାନେ ଦୀପକ ଓ ତାଙ୍କ ସାଙ୍ଗ ସହ ପୂରା ପରିବାରକୁ ଉଠାଇ ନେଇଥିଲେ। ପୁଣିଥରେ ଉଭୟ ଦୀପକ ଓ ତାଙ୍କ ସାଙ୍ଗଙ୍କୁ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିବା ଆରମ୍ଭ କରିଥିଲେ।

କିନ୍ତୁ କିଛି ଦିନ ପରେ ପୁଣିଥରେ ଉଭୟ ସେଠାରୁ ଖସି ଆସି ନୂଆଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲେ। ପୂରା ଗୋଟିଏ ଦିନ ସେମାନେ ଷ୍ଟେସନ ଭିତରେ ଲୁଚି ରହିଥିଲେ। ତେବେ ଦୁଇ ପିଲାଙ୍କ ଏଭଳି ଅବସ୍ଥା ଦେଖି ଜଣେ ଓକିଲ ସେମାନଙ୍କୁ ମହିଳା କମିଶନଙ୍କ ପାଖକୁ ନେଇ ଯାଇଥିଲେ। ପୁଲିସ ଏବେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story