ମାୟାନଗରୀରେ ୧୪୪ ଧାରା, ନୂଆ ବର୍ଷ ସେଲିବ୍ରେଶନ ମନା

ମୁମ୍ବାଇ: ମାୟାନଗରୀରେ ଓମିକ୍ରନ ଲଙ୍ଗ ଜମ୍ପ ମାରିବା ପରେ ଏହାକୁ ଚେକ୍‌ ଦେବାକୁ ଲାଗୁ ହୋଇଛି ୧୪୪ ଧାରା । ମୁମ୍ବାଇ ପୁଲିସ୍‌ ଆଜିଠାରୁ ସହରରେ ୧୪୪ ଧାରା ଲାଗୁ କରିଛି । ଏହି କଟକଣା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ମୁମ୍ବାଇରେ ଲାଗୁ ହୋଇଥିବା କଟକଣା ଯୋଗୁ, ନୂଆ ବର୍ଷ ସେଲିବ୍ରେସନ, ପାର୍ଟିକୁ ବାରଣ କରାଯାଇଛି। ଯେକୌଣସି ବନ୍ଦ କିମ୍ବା ଖୋଲା ଜାଗାରେ ଅଧିକ ଲୋକ ଏକତ୍ରିତ ହୋଇ ପାର୍ଟି କରିବାକୁ […]

mumbai

mumbai

Niharika Rout
  • Published: Thursday, 30 December 2021
  • Updated: 30 December 2021, 10:10 AM IST

Sports

Latest News

ମୁମ୍ବାଇ: ମାୟାନଗରୀରେ ଓମିକ୍ରନ ଲଙ୍ଗ ଜମ୍ପ ମାରିବା ପରେ ଏହାକୁ ଚେକ୍‌ ଦେବାକୁ ଲାଗୁ ହୋଇଛି ୧୪୪ ଧାରା । ମୁମ୍ବାଇ ପୁଲିସ୍‌ ଆଜିଠାରୁ ସହରରେ ୧୪୪ ଧାରା ଲାଗୁ କରିଛି । ଏହି କଟକଣା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ମୁମ୍ବାଇରେ ଲାଗୁ ହୋଇଥିବା କଟକଣା ଯୋଗୁ, ନୂଆ ବର୍ଷ ସେଲିବ୍ରେସନ, ପାର୍ଟିକୁ ବାରଣ କରାଯାଇଛି। ଯେକୌଣସି ବନ୍ଦ କିମ୍ବା ଖୋଲା ଜାଗାରେ ଅଧିକ ଲୋକ ଏକତ୍ରିତ ହୋଇ ପାର୍ଟି କରିବାକୁ କଡ଼ାକଡ଼ି ଭାବେ ମନା କରାଯାଇଛି। ଏପରିକି ମୁମ୍ବାଇର ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, ବାର୍‌, ପବ୍‌, ରିସୋର୍ଟ ଓ କ୍ଲବକୁ ବନ୍ଦ ଘୋଷଣା କରାଯାଇଛି।

ମୁମ୍ବାଇ ପୁଲିସ୍‌ କମିଶନର ଅଧୀନରେ ଆସୁଥିବା ଅଞ୍ଚଳରେ ଆଜି ରାତି ୧୨ଟାରୁ ଏହି କଟକଣା ଲାଗୁ କରାଯିବ।   ଏହି କଟକଣା ୭ ଜାନୁୟାରୀ ରତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି କଟକଣାକୁ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ମୁମ୍ବାଇ ଡେପୁଟି କମିଶନର ଅଫ୍‌ ପୁଲିସ୍‌ ଚୈତନ୍ୟ ଏସ୍‌ ସୂଚନା ଦେଇଛନ୍ତି।

ମୁମ୍ବାଇରେ ସମୁଦାୟ ୮,୦୬୦ ଆକ୍ଟିଭ କେସ୍‌ ଥିବା ବେଳେ ଗତକାଲି କେବଳ ୨୫୧୦ ପଜିଟିଭି ଚିହ୍ନଟ ହୋଇଥିଲେ। ଏଥିସହ ଗତ ୨୪ ଘଣ୍ଟାରେ ମୁମ୍ବାଇରେ ଜଣେ ପଜିଟିଭ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏ ଯାବତ ମୁମ୍ବାଇର ୪୫ଟି ବିଲଡିଂକୁ ସିଲ୍‌ କରି ଦିଅଯାଇଛି।

ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ତଥା ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ରର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଆଦିତ୍ୟ ଠାକରେ ଗତକାଲି ମୁମ୍ବାଇ ମୁନସିପାଲ କର୍ପୋରେସନ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଆଦିତ୍ୟ ଠାକରେ କହିଥିଲେ, ମୁମ୍ବାଇରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେ ପରିସ୍ଥିତିର ସମୀକ୍ଷା କରିଥିଲୁ । ସେହିପରି ଏହାର ମୁକାବିଲା ନେଇ ଧ୍ୟାନ ଦିଆଯାଇଛି। ଜାନୁୟାରୀ ମାସ ଆରମ୍ଭରୁ ୧୫ ରୁ ୧୮ବର୍ଷ ବୟସ ପାଇଁ ଟିକାକରଣ ନେଇ ଆଲୋଚନା ହୋଇଥିଲା। କାହାକୁ ଭୟଭୀତ ନ ହେବାକୁ  ଆଦିତ୍ୟ ଠାକରେ ନିବେଦନ କରିଥିବା ବେଳେ  କରୋନା ସଂକ୍ରମଣକୁ ରୋକିବା ପାଇଁ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story