ହାଥରସ ପରେ ଗୁଜରାଟ! ନିଶା ଦେଇ ନାବାଳିକାକୁ ଗଣଦୁର୍ଷ୍କ

ଅହମଦାବାଦ: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ଦେଶବାସୀ ଭୁଲି ନଥିବା ବେଳେ ଗୁଜରାଟରୁ ସମାନ ଅଭିଯୋଗ ଆସିଛି। ଗୁଜରାଟର ଜାମନଗରରେ ଜଣେ ୧୫ ବର୍ଷୀୟ ଝିଅକୁ ୪ ଜଣ ବ୍ୟକ୍ତି ନିଶା ବଟିକା ଖାଇବାକୁ ଦେଇ ଗଣଦୁଷ୍କର୍ମ କରିଛନ୍ତି। ଜାମନଗରର ମହାଦେବ ନଗରରେ ଘଟିଥିବା ଏହି ଘଟଣାରେ ୪ ଜଣ ଡ୍ରଗ୍ସ ସେବନକାରୀ ରହିଥିଲେ। ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏବେ ବି ଜଣେ ଫେରାର ରହିଛି। ଡିଏସ୍‌ପି ଏପି ଜାଡେଜା କହିଛନ୍ତି, ଘଟଣାଟି […]

fv

fv

Hemant Lenka
  • Published: Sunday, 04 October 2020
  • Updated: 04 October 2020, 09:50 PM IST

Sports

Latest News

ଅହମଦାବାଦ: ଉତ୍ତର ପ୍ରଦେଶ ହାଥରସ ଘଟଣାକୁ ଦେଶବାସୀ ଭୁଲି ନଥିବା ବେଳେ ଗୁଜରାଟରୁ ସମାନ ଅଭିଯୋଗ ଆସିଛି। ଗୁଜରାଟର ଜାମନଗରରେ ଜଣେ ୧୫ ବର୍ଷୀୟ ଝିଅକୁ ୪ ଜଣ ବ୍ୟକ୍ତି ନିଶା ବଟିକା ଖାଇବାକୁ ଦେଇ ଗଣଦୁଷ୍କର୍ମ କରିଛନ୍ତି। ଜାମନଗରର ମହାଦେବ ନଗରରେ ଘଟିଥିବା ଏହି ଘଟଣାରେ ୪ ଜଣ ଡ୍ରଗ୍ସ ସେବନକାରୀ ରହିଥିଲେ। ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏବେ ବି ଜଣେ ଫେରାର ରହିଛି।

ଡିଏସ୍‌ପି ଏପି ଜାଡେଜା କହିଛନ୍ତି, ଘଟଣାଟି ସେପ୍ଟେମ୍ବର ୨୮ରେ ଜାମନଗର ଅନ୍ତର୍ଗତ ମହାଦେବ ନଗରର ଖୋଡିୟାର କଲୋନୀରେ ଘଟିଥିଲା। ଅଭିଯୁକ୍ତମାନେ ପ୍ରଥମେ ନାବାଳିକାକୁ ନିଶା ଟ୍ୟାବଲେଟ ଦେଇଥିଲେ ଓ ଏହାପରେ ଗଣଦୁଷ୍କର୍ମ କରିଥିଲେ। ଘଟଣାରେ ପୁଲିସ ଦର୍ଶନ ଭାଟିଆ, ମିଲନ ଭାଟିଆ ଓ ଦେବକରନ ଗାଡଭିକୁ ଗିରଫ କରିଛି।

୪ର୍ଥ ଅଭିଯୁକ୍ତ ମୋହିତ ଭାଟିଆକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ସମସ୍ତ ଅଭିଯୁକ୍ତ ଜାମନଗରର ମହାଦେବ ନଗରରେ ରହୁଥିଲେ। ଜଣେ ଅଭିଯୁକ୍ତକୁ ପୀଡ଼ିତା ପୂର୍ବରୁ ଜାଣିଥିଲେ। ସେ ଘଟଣା ଦିନ ତାକୁ ଦେଖିବାକୁ ଯାଇଥିବା ବେଳେ ସେ ନାବାଳିକାକୁ ନିଶା ଖାଇବାକୁ ଦେଇଥିଲେ। ଏହାପରେ ୩ ଜଣଙ୍କୁ ଡାକି ସମସ୍ତେ ମିଳିତ ଭାବେ ଗଣଦୁଷ୍କର୍ମ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କ ନାଁରେ ପକ୍ସୋ ଆଇନ ସହ ଆଇପିସିର ଧାରା ୩୭୬ଡି ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story