ବର୍ଷା ଯୋଗୁ ଘାଇକୁ ଖସିଲା ବସ୍‌, ଚାଲିଗଲା ୨୧ ଜୀବନ

ଅହମଦାବାଦ: ଗୁଜରାଟର ଅମ୍ବାଜୀ ଠାରେ ଆଜି ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨୧ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମୃତ୍ୟୁସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବସ୍‌ଟି ୭୦ରୁ ଅଧିକ ଲୋକଙ୍କୁ ନେଇ ଅମ୍ବାଜୀରୁ କେନ୍ଦ୍ରୀୟ ଗୁଜରାଟର ଅଙ୍କଲାଭ ଅଭିମୁଖେ ଆସୁଥିଲା। ତେବେ ପ୍ରବଳ ବର୍ଷା ଯୋଗୁ ତ୍ରିଶୁଳିଆ ଘାଟି ନିକଟରେ ବସ୍‌ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ […]

sv

sv

Hemant Lenka
  • Published: Monday, 30 September 2019
  • Updated: 30 September 2019, 08:57 PM IST

ଅହମଦାବାଦ: ଗୁଜରାଟର ଅମ୍ବାଜୀ ଠାରେ ଆଜି ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨୧ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମୃତ୍ୟୁସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବସ୍‌ଟି ୭୦ରୁ ଅଧିକ ଲୋକଙ୍କୁ ନେଇ ଅମ୍ବାଜୀରୁ କେନ୍ଦ୍ରୀୟ ଗୁଜରାଟର ଅଙ୍କଲାଭ ଅଭିମୁଖେ ଆସୁଥିଲା। ତେବେ ପ୍ରବଳ ବର୍ଷା ଯୋଗୁ ତ୍ରିଶୁଳିଆ ଘାଟି ନିକଟରେ ବସ୍‌ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବସ୍‌ଟି ରାସ୍ତାରେ ପ୍ରଥମେ ଓଲଟି ପଡ଼ିଥିଲା। ବସ୍‌ଟିର ବେଗ ଅଧିକ ଥିବାରୁ ଏହା ରାସ୍ତା ନିକଟ ଏକ ଘାଇକୁ ଖସି ପଡ଼ିଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ୨୧ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ଶାହ ତୁରନ୍ତ ଆହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ସହ କଥା ହୋଇଥିବା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story