ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କୁ ୨୧ ତୋପ ସଲାମି ବେଳେ ଫୁଟିଲାନି ଗୁଳି

ପାଟନା: ବିହାର ପୁଲିସକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବୁଧବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବେଳେ ସରକାରଙ୍କ ତରଫରୁ ରାଜକୀୟ ସମ୍ମାନ ଦିଆଯାଇଥିଲା। ଏହି କ୍ରମରେ ବିହାର ପୁଲିସ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା କିନ୍ତୁ ସଲାମି ବେଳେ ୨୧ଟି ରାଇଫଲରୁ ଗୋଟିଏ ବି ବନ୍ଧୁକରୁ ଗୁଳି ବାହାରି ନଥିଲା। ଏହି ସମୟରେ ନିଜେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ଥିଲେ। ଶେଷକୃତ୍ୟରେ ଉପସ୍ଥିତ […]

jagannath mishra(1)

jagannath mishra(1)

Subhransu Sekhar
  • Published: Thursday, 22 August 2019
  • Updated: 22 August 2019, 08:55 AM IST
ପାଟନା: ବିହାର ପୁଲିସକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବୁଧବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ବେଳେ ସରକାରଙ୍କ ତରଫରୁ ରାଜକୀୟ ସମ୍ମାନ ଦିଆଯାଇଥିଲା। ଏହି କ୍ରମରେ ବିହାର ପୁଲିସ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା କିନ୍ତୁ ସଲାମି ବେଳେ ୨୧ଟି ରାଇଫଲରୁ ଗୋଟିଏ ବି ବନ୍ଧୁକରୁ ଗୁଳି ବାହାରି ନଥିଲା। ଏହି ସମୟରେ ନିଜେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ଥିଲେ। ଶେଷକୃତ୍ୟରେ ଉପସ୍ଥିତ ଥିବା ଅନେକ ଲୋକ ମଧ୍ୟ ବିହାର ପୁଲିସର ଏଭଳି ଦଶା ଦେଖି ଦୁଃଖ ମୁହୂର୍ତ୍ତରେ ବି ହସି ଦେଇଥିଲେ।

ସଙ୍ଗେସଙ୍ଗେ ନୀତୀଶ କୁମାର ସେଠାରେ ଉପସ୍ଥିତ ଥିବା ଆଇଜିଙ୍କୁ ଏଭଳି କାହିଁକି ଘଟିଲା ବୋଲି ଇସାରା ମାଧ୍ୟମରେ ପଚାରିଥିଲେ। ହେଲେ ଏହା ଉଚ୍ଚସ୍ତରୀୟ ମାମଲା କହି ଆଇଜି ଡିଜିପିଙ୍କ ଉପରକୁ ଦୋଷ ଠେଲି ଦେଇଥିଲେ।

କୋଶୀ ରେଞ୍ଜର ଡିଆଇଜି ସୁରେଶ ଚୌଧୁରୀ କହିଛନ୍ତି ମାମଲାର ତଦନ୍ତ ଭାର ସୁପୌଲ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ଡିସିପିଙ୍କୁ ଦିଆଯାଇଛି। ସୁପୌଲ ଏସପି ଏମକେ ଚୌଧୁରୀ କହିଛନ୍ତି, ଏଥିରେ ସ୍ୱତନ୍ତ୍ର କ୍ୟାଟ୍ରିଜ କରାଯାଇଥାଏ, ଯାହା ଫୁଟିଲେ କେବଳ ଶବ୍ଦ ଶୁଭିଥାଏ । ସଲାମି ବେଳେ ଲାଇଭ କ୍ୟାଟ୍ରିଜ ବ୍ୟବହାର କରାଯାଏ ନାହିଁ। କେବଳ ଡ୍ୟୁଟି ସମୟରେ ଲାଇଭ କ୍ୟାଟ୍ରିଜ ବ୍ୟବହାର ହୋଇଥାଏ । ଏହାକୁ ବ୍ଲାଙ୍କ କ୍ୟାଟ୍ରିଜ କୁହାଯାଏ। ତେବେ ବନ୍ଧୁକରୁ ଗୁଳି ନ ବାହାରିବା ଘଟଣାର ତଦନ୍ତ ହେବ। ଏହି ବନ୍ଧୁକରେ କେଉଁ ବ୍ୟାଚର କ୍ୟାଟ୍ରିଜ ଥିଲା, ତାହା ଏହି ଘଟଣାର ତଦନ୍ତ ପରେ ଜଣାପଡ଼ିବ। ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story