୨୧ ବର୍ଷୀୟ ଜାତୀୟ ସ୍ୱିମରଙ୍କ ଆତ୍ମହତ୍ୟା

ପୁନେ: ମହାରାଷ୍ଟ୍ରର ପୁନେରେ ୨୧ ବର୍ଷୀୟ ଜାତୀୟସ୍ତରର ସ୍ୱିମର ସାହିଲ୍ ଯୋଶୀ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଯେତେବେଳେ ସାହିଲଙ୍କ ମାତାପିତା ବାହାରକୁ ଯାଇଥିଲେ, ସେହି ସମୟରେ ସେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କୌଣସି ସୁଇସାଇଡ୍ ନୋଟ୍ ନଥିବା ସ୍ଥାନୀୟ କୋଥରୁଡ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ସାହିଲଙ୍କ ପିତା ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ପୁଅ ଆଡୁ […]

suicide

suicide

Hemant Lenka
  • Published: Sunday, 02 June 2019
  • Updated: 02 June 2019, 04:52 PM IST

ପୁନେ: ମହାରାଷ୍ଟ୍ରର ପୁନେରେ ୨୧ ବର୍ଷୀୟ ଜାତୀୟସ୍ତରର ସ୍ୱିମର ସାହିଲ୍ ଯୋଶୀ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଯେତେବେଳେ ସାହିଲଙ୍କ ମାତାପିତା ବାହାରକୁ ଯାଇଥିଲେ, ସେହି ସମୟରେ ସେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କୌଣସି ସୁଇସାଇଡ୍ ନୋଟ୍ ନଥିବା ସ୍ଥାନୀୟ କୋଥରୁଡ୍ ପୁଲିସ୍ ପକ୍ଷରୁ କୁହାଯାଇଛି।

ଘଟଣାଟି ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ସାହିଲଙ୍କ ପିତା ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ପୁଅ ଆଡୁ କୌଣସି ପ୍ରତିକ୍ରିୟା ନମିଳିବାରୁ ସାହିଲଙ୍କ ପିତା ତୁରନ୍ତ ଘରେ ପହଞ୍ଚିଥିଲେ। ସେଠାରେ ସେ ନିଜ ପୁଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଏହା ପରେ ସେ ପୁଲିସକୁ ଖବର ଦେଇଥିଲେ। ତେବେ ସାହିଲଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସର କହିବା ଅନୁଯାୟୀ, ସାହିଲ୍ କୌଣସି ବ୍ୟକ୍ତିଗତ କାରଣରୁ ଏଭଳି ପଦକ୍ଷେପ ନେଇଛନ୍ତି।

ଅନ୍ୟପକ୍ଷରେ ସାହିଲଙ୍କ ସୁଇମିଂ କୋଚ୍ ମନୋଜ ଏରଣ୍ଡେ କହିଛନ୍ତି, "ସାହିଲ୍ ଜଣେ ପ୍ରତିଭାସମ୍ପନ୍ନ ବ୍ୟାକଷ୍ଟ୍ରୋକ୍ ସ୍ୱିମର୍। ତାଙ୍କ ପାଖରେ ପ୍ରତିଭାର କୌଣସି ଅଭାବ ନାହିଁ। ସେ ନିକଟରେ ଲିଷ୍ଟ-୯ ଚାମ୍ପିଅନଶିପରେ ଭାଗ ନେଇଥିଲେ। ଏହାଛଡ଼ା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେ ୭ଟି ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ସାହିଲଙ୍କ ମୃତ୍ୟୁ ଆମକୁ ସ୍ତବ୍ଧ କରିଦେଇଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story