ସିରିଆ: ସୁରକ୍ଷା କର୍ମୀଙ୍କ ଗୁଳିରେ ୨୯ ବିଦ୍ରୋହୀ ମୃତ

ଅଲ୍ଲେପୋ: ସିରିଆର ଅଲ୍ଲେପୋ ସହରରେ ଆଜି ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ ଓ ସେନା ମଧ୍ୟରେ ସଂଘର୍ଷ ଘଟିବାରୁ ୨୯ ଜଣ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ସେନା- ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା। ଫାଏଲାଗ୍‌ ଅଲ୍‌-ଶାମ୍‌ ଇଲାମିଷ୍ଟ ଦଳ ଓ ଅଲ୍-କାଏଦାର ଏକ ଆଫ୍ଲିଏଟ ଅଲ୍‌-ନୁସ୍ରା ଫ୍ରଣ୍ଟର ବିଦ୍ରୋହୀମାନେ କାଷ୍ଟ୍ରେଲୋ ରୋଡକୁ ଅକ୍ତିୟାର କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀମାନେ ବାଧା ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

29 Syria rebels dead in fighting for key Aleppo road'

Rakesh Mallick
  • Published: Sunday, 10 July 2016
  • Updated: 04 May 2017, 03:44 PM IST

Sports

Latest News

ଅଲ୍ଲେପୋ: ସିରିଆର ଅଲ୍ଲେପୋ ସହରରେ ଆଜି ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ ଓ ସେନା ମଧ୍ୟରେ ସଂଘର୍ଷ ଘଟିବାରୁ ୨୯ ଜଣ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି। ସେନା- ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।

ଫାଏଲାଗ୍‌ ଅଲ୍‌-ଶାମ୍‌ ଇଲାମିଷ୍ଟ ଦଳ ଓ ଅଲ୍-କାଏଦାର ଏକ ଆଫ୍ଲିଏଟ ଅଲ୍‌-ନୁସ୍ରା ଫ୍ରଣ୍ଟର ବିଦ୍ରୋହୀମାନେ କାଷ୍ଟ୍ରେଲୋ ରୋଡକୁ ଅକ୍ତିୟାର କରିବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାକର୍ମୀମାନେ ବାଧା ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ଏହି ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story