କଣ୍ଢେଇ କାରଖାନାରେ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୩ ଜଣଙ୍କ ଜୀବନ

ଆଲିଗଡ଼: ଉତ୍ତର ପ୍ରଦେଶ ଆଲିଗଡ଼ରେ ଠାରେ ଥିବା ଗୋଟିଏ କଣ୍ଢେଇ କାରଖାନାରେ ଆଜି ଭୟଙ୍କର ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ଆଲିଗଡ଼ର ଦିଲ୍ଲୀ ଗେଟ୍‌ ଅଞ୍ଚଳରେ ଥିବେ ଖାଟିକାନ ନିକଟରେ ଥିବା ବିଲଡିଂରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ବିଲଡିଂର ଛାତ ଭୁଶୁଡ଼ି ପଡ଼ିଥିଲା। ଏହି କାରଣରୁ କଣ୍ଢେଇ କାରଖାନାରେ ଥିବା ଶ୍ରମିକମାନେ ଏହା ତଳେ ଚାପି ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା […]

toy

toy

Hemant Lenka
  • Published: Tuesday, 13 October 2020
  • Updated: 13 October 2020, 10:58 PM IST

Sports

Latest News

ଆଲିଗଡ଼: ଉତ୍ତର ପ୍ରଦେଶ ଆଲିଗଡ଼ରେ ଠାରେ ଥିବା ଗୋଟିଏ କଣ୍ଢେଇ କାରଖାନାରେ ଆଜି ଭୟଙ୍କର ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ଆଲିଗଡ଼ର ଦିଲ୍ଲୀ ଗେଟ୍‌ ଅଞ୍ଚଳରେ ଥିବେ ଖାଟିକାନ ନିକଟରେ ଥିବା ବିଲଡିଂରେ ଏହି ବିସ୍ଫୋରଣ ହୋଇଛି।

ବିସ୍ଫୋରଣ ପରେ ବିଲଡିଂର ଛାତ ଭୁଶୁଡ଼ି ପଡ଼ିଥିଲା। ଏହି କାରଣରୁ କଣ୍ଢେଇ କାରଖାନାରେ ଥିବା ଶ୍ରମିକମାନେ ଏହା ତଳେ ଚାପି ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ସମସ୍ତ ଆହତଙ୍କୁ ଜବାହର ଲାଲ ନେହରୁ ମେଡିକାଲ କଲେଜ ହସ୍ପିଟାଲ ଓ ମାଲଖାନ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଘଟଣା ପରେ ସ୍ଥାନୀୟ ଲୋକ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ପ୍ରଶାସନିକ ଅଧିକାରୀ ପହଞ୍ଚିଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story