ବାଙ୍ଗାଲୋରରେ ବିସ୍ଫୋରଣ, ୧୦୦ ମିଟର ପର୍ଯ୍ୟନ୍ତ ଉଡ଼ିଲା ମୃତ ଦେହ

ବାଙ୍ଗାଲୋର: ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା। ବାଙ୍ଗାଲୋରରେ ଥରାଗ୍ ଉପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଭିଭିପୁରମ୍ ପୁଲିସ ଥାନା ଅଧୀନ ଚାମରାଜାପେଟର ରିଆନ୍ ସର୍କଲରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବହାନୀ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି। ମୃତକମାନେ ହେଲେ  ମନୋହର (୨୯),  ଅସଲାମ (୪୫), […]

5gn

5gn

Tapas Behera
  • Published: Thursday, 23 September 2021
  • Updated: 23 September 2021, 04:38 PM IST

Sports

Latest News

ବାଙ୍ଗାଲୋର: ବାଣ ଗୋଦାମରେ ବିସ୍ଫୋରଣ ଘଟି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା। ବାଙ୍ଗାଲୋରରେ ଥରାଗ୍ ଉପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଭିଭିପୁରମ୍ ପୁଲିସ ଥାନା ଅଧୀନ ଚାମରାଜାପେଟର ରିଆନ୍ ସର୍କଲରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବହାନୀ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି। ମୃତକମାନେ ହେଲେ  ମନୋହର (୨୯),  ଅସଲାମ (୪୫), ଫାୟାଜ (୫୦)। ଗୋଦାମ ଭିତରେ ବ୍ୟାପକ ପରିମାଣରେ ବାଣ ମହଜୁଦ ଥିବାରୁ ବିସ୍ଫୋରଣ ଘଟିଥିବା ସନ୍ଦହ କରାଯାଉଛି।

ଗୋଦାମ ମାଲିକ ମିଷ୍ଟର ବାବୁ ଫେରାରଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ, ମୃତଦେହ ଗୁଡ଼ିକ ୧୦୦ ମିଟର ପର୍ଯ୍ୟନ୍ତ ଉଡ଼ିଯାଇଥିଲା। ସେହିପରି ଏହି ଦୁର୍ଘଟଣାରେ ପ୍ରାୟ  ୨୦ଟି ମୋଟର ସାଇକେଲ, କିଛି କାର ଏବଂ ଅଟୋ-ରିକ୍ସା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଲୋକମାନେ ପ୍ରଥମେ ଏହାକୁ ଏକ ବୋମା ବିସ୍ଫୋଣ ବୋଲି ଭାବୁଥିଲେ। ପରେ ଘଟଣା ସମ୍ପର୍କରେ ଜଣାପଡ଼ି ଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ଦଳ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story