ତିନି ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏ ନେଇ ଜମ୍ମୁ କଶ୍ମୀର ପୁଲିସ୍ ସୂଚନା ଦେଇଛି। 3 militants killed in encounter with security forces in Jammu and Kashmir's Pulwama district: Police — Press Trust of India (@PTI_News) June 3, 2020 ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା […]

terrorist killed

terrorist killed

Subhransu Sekhar
  • Published: Wednesday, 03 June 2020
  • Updated: 03 June 2020, 11:39 AM IST

Sports

Latest News

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏ ନେଇ ଜମ୍ମୁ କଶ୍ମୀର ପୁଲିସ୍ ସୂଚନା ଦେଇଛି।

https://twitter.com/PTI_News/status/1268051238358151168

ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ଦକ୍ଷିଣ କଶ୍ମୀରରେ ଥିବା କଙ୍ଗନ ଅଞ୍ଚଳରେ ସକାଳୁ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ ଓ ପୁଲିସ୍। ମୃତ ତିନି ଜଣଙ୍କର ପରିଚୟ ସ୍ପଷ୍ଟ କରିନାହିଁ ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos