ଚୀନ୍‌: ବସ୍‌ରେ ନିଆଁ ଲାଗି ୩୫ ମୃତ, ୧୧ ଆହତ

ବେଜିଂ: କେନ୍ଦ୍ରୀୟ ଚୀନ୍‌ର ଏକ ରାଜପଥରେ ବସ୍‌ରେ ନିଆଁ ଲାଗି ବିସ୍ଫୋରଣ ଘଟିବାରୁ ୨ ଶିଶୁଙ୍କ ସମେତ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ୫୬ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ହୁନାନ୍‌ ପ୍ରଦେଶର ଏକ ରାଜପଥରେ ଗତି ଯାଉଥିବା ବେଳେ ଇନ୍ଧନ ଲିକ୍‌ ହୋଇ ନିଆଁ ଲାଗିଯିବାରୁ ଏପରି ଅଘଟଣ ଘଟିଥିବା ସରକାରୀ ସୁତ୍ରରୁ ସୂଚନା ମିଳିଛି। ୧୧ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିଟକସ୍ଥ ହସ୍ପିଟାଲରେ […]

bus-2-600x424

bus-2-600x424

Rakesh Mallick
  • Published: Sunday, 26 June 2016
  • Updated: 04 May 2017, 03:44 PM IST

Sports

Latest News

ବେଜିଂ: କେନ୍ଦ୍ରୀୟ ଚୀନ୍‌ର ଏକ ରାଜପଥରେ ବସ୍‌ରେ ନିଆଁ ଲାଗି ବିସ୍ଫୋରଣ ଘଟିବାରୁ ୨ ଶିଶୁଙ୍କ ସମେତ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି।

୫୬ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ହୁନାନ୍‌ ପ୍ରଦେଶର ଏକ ରାଜପଥରେ ଗତି ଯାଉଥିବା ବେଳେ ଇନ୍ଧନ ଲିକ୍‌ ହୋଇ ନିଆଁ ଲାଗିଯିବାରୁ ଏପରି ଅଘଟଣ ଘଟିଥିବା ସରକାରୀ ସୁତ୍ରରୁ ସୂଚନା ମିଳିଛି।

୧୧ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିଟକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story