ଚୀନ୍‌: ବସ୍‌ରେ ନିଆଁ ଲାଗି ୩୫ ମୃତ, ୧୧ ଆହତ

ବେଜିଂ: କେନ୍ଦ୍ରୀୟ ଚୀନ୍‌ର ଏକ ରାଜପଥରେ ବସ୍‌ରେ ନିଆଁ ଲାଗି ବିସ୍ଫୋରଣ ଘଟିବାରୁ ୨ ଶିଶୁଙ୍କ ସମେତ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି।

୫୬ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ହୁନାନ୍‌ ପ୍ରଦେଶର ଏକ ରାଜପଥରେ ଗତି ଯାଉଥିବା ବେଳେ ଇନ୍ଧନ ଲିକ୍‌ ହୋଇ ନିଆଁ ଲାଗିଯିବାରୁ ଏପରି ଅଘଟଣ ଘଟିଥିବା ସରକାରୀ ସୁତ୍ରରୁ ସୂଚନା ମିଳିଛି।

୧୧ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ନିଟକସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଆହୁରି ପଢ଼ନ୍ତୁ

କେରଳ ହାତୀ ମୃତ୍ୟୁ: ଓଡ଼ିଶା ସମେତ ୧୨ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଶହୀଦ ପୁଲିସଙ୍କ ସମ୍ପର୍କୀୟ କହିଲେ ଯୋଗୀ ରୁଦ୍ରଙ୍କ ଅବତାର

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ରାଜନୀତିକ ଲିଙ୍କ୍

ଫି’ ଛାଡ଼ ବାବଦରେ ହାଇକୋର୍ଟ ନିଷ୍ପତ୍ତି ନେବେ

ଚୀନକୁ ବଡ଼ ଝଟକା

କେମିତି ପ୍ରାଣ ହରାଇଲା ବିକାଶ ଦୁବେ, କେଉଁ ସବୁ ସ୍ଥାନରେ ବାଜିଛି ଗୁଳି

୮ ପୁଲିସ୍‌ ସହିଦ ହେବା ପରଠୁ ବିକାଶ ଦୁବେର ଏନକାଉଣ୍ଟର: ଜାଣନ୍ତୁ ପୂରା ଘଟଣାକ୍ରମ

ପରିବାର ପାଇଁ ଭଉଣୀ ଓ ତାଙ୍କ ପ୍ରେମିକଙ୍କୁ ହତ୍ୟା, ଘଟଣାକୁ ଦେଖିଥିବା ଭାଇକୁ ବି ମାରିଦେଲା ବ୍ୟକ୍ତି

ଭାରତରେ କାରବାର ବଢ଼ାଇବ ଆମାଜନ, ଜାଣନ୍ତୁ କେତେ ଟଙ୍କା ନିବେଶ କଲା

ଆମେରିକା ଆକାଶରେ ଉଡ଼ିବନି ପାକିସ୍ତାନ ବିମାନ

ଆଜି ବି ବଞ୍ଚିଛି ମାନବିକତା, ଦେଖନ୍ତୁ ଏହି ଭିଡିଓ

ପୁଣି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଋଣ ଜାଲିଆତି