ବସ୍‌କୁ ପଛ ପଟୁ ଧକ୍କା ଦେଲା କାର୍‌, ୪ ଜଣଙ୍କ ମୃତ୍ୟୁ

ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସ ୱେରେ ଆଜି ସକାଳୁ ବଡ଼ଧରଣ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ କାର୍‌ ରାଜ୍ୟ ସଡ଼କ ପରିବହନ ବିଭାଗର ବସ୍‌କୁ ପଛ ପଟୁ ଖୁବ ଜୋରରେ ଧକ୍କା ଦେଇଛି। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କାରଟିର ୭୦ ପ୍ରତିଅଂଶ ଭାଙ୍ଗି ଚୁରମାର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ କାର୍‌ରେ ଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ […]

gj

gj

Hemant Lenka
  • Published: Saturday, 28 November 2020
  • Updated: 28 November 2020, 12:42 PM IST

Sports

Latest News

ନୋଏଡା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଯମୁନା ଏକ୍ସପ୍ରେସ ୱେରେ ଆଜି ସକାଳୁ ବଡ଼ଧରଣ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ କାର୍‌ ରାଜ୍ୟ ସଡ଼କ ପରିବହନ ବିଭାଗର ବସ୍‌କୁ ପଛ ପଟୁ ଖୁବ ଜୋରରେ ଧକ୍କା ଦେଇଛି।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କାରଟିର ୭୦ ପ୍ରତିଅଂଶ ଭାଙ୍ଗି ଚୁରମାର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ କାର୍‌ରେ ଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳ ୬.୪୫ରେ ଯମୁନା ଏକ୍ସପ୍ରେସ ୱେରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ  ଇନୋଭା ଗାଡ଼ିରେ ୫ ଜଣ ବ୍ୟକ୍ତି ଆଗ୍ରା-ନୋଏଡା ରାସ୍ତାରେ ଯାଉଥିଲେ। ସେମାନଙ୍କ ଆଗରେ ସଡ଼କ ପରିବହନ ବିଭାଗର ଗୋଟିଏ ଯାତ୍ରୀବାହୀ ବସ୍‌ ଯାଉଥିଲା।

ଇନୋଭା ଡ୍ରାଇଭର ଜଣଙ୍କ ଖୁବ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଥିବାରୁ ଏହା ସିଧା ଯାଇ ବସ୍‌ର ପଛ ପଟକୁ ଧକ୍କା ଦେଇଥିଲା। ଫଳରେ କାର୍‌ଟିର ଅଧାରୁ ଅଧିକ ଭାଗ ବସ୍‌ ମଧ୍ୟରେ ପଶି ଯାଇଥିଲା। ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story