ଗୋଟିଏ କୋଠାରେ ୪୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜଧାନୀ ଦିଲ୍ଲୀର ଗୋଟିଏ କୋଠାରେ ୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାଉଥ-ଓ୍ୱେଷ୍ଟ ଦିଲ୍ଲୀର ଜିଲ୍ଲାପାଳଙ୍କ ଅଫିସରୁ ଏହି ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଅଫିସ ପାଖରେ ଥିବା କାପସହେଡାରେ ଏହି କୋଠା ରହିଛି। ଏକା ସାଙ୍ଗରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦିଲ୍ଲୀବାସୀ ଏବେ ଅଧିକ ଚିନ୍ତିତ ହୋଇଛନ୍ତି। ୧୯ ଏପ୍ରିଲରେ ଏହି କୋଠାରୁ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ। […]

corona virus

corona virus

Subhransu Sekhar
  • Published: Saturday, 02 May 2020
  • Updated: 02 May 2020, 02:57 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜଧାନୀ ଦିଲ୍ଲୀର ଗୋଟିଏ କୋଠାରେ ୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାଉଥ-ଓ୍ୱେଷ୍ଟ ଦିଲ୍ଲୀର ଜିଲ୍ଲାପାଳଙ୍କ ଅଫିସରୁ ଏହି ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଅଫିସ ପାଖରେ ଥିବା କାପସହେଡାରେ ଏହି କୋଠା ରହିଛି। ଏକା ସାଙ୍ଗରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦିଲ୍ଲୀବାସୀ ଏବେ ଅଧିକ ଚିନ୍ତିତ ହୋଇଛନ୍ତି।

୧୯ ଏପ୍ରିଲରେ ଏହି କୋଠାରୁ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଏହି କୋଠାକୁ ସିଲ୍ କରି ଦିଆଯାଇଥିଲା ବୋଲି ଜିଲ୍ଲାପାଳଙ୍କ ଅଫିସ ସୂଚନା ଦେଇଛି। ଗାଇଡଲାଇନ୍ ଅନୁଯାୟୀ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହେଲେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯିବ। ହେଲେ ଜନବସତିକୁ ଦେଖିବା ପରେ କେବଳ କୋଠାକୁ ସିଲ୍ କରାଯାଇଥିଲା। ଏହାପରେ ସଂପୃକ୍ତ କୋଠାରେ ରହୁଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ହୋଇଥିଲା। ଶନିବାର ୪୧ ଜଣଙ୍କର କରୋନା ରେଜଲ୍ଟ ପଜିଟିଭ୍ ଆସିଛି।

ସୂଚନାଯୋଗ୍ୟ, ସକାଳ ଆଠଟା ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭,୩୩୬ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୨୨୯୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୭୧ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଛନ୍ତି। ଯାହାକି ଏଯାବତ ସର୍ବାଧିକ ବୋଲି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story