ଚିନ୍ତା ବଢ଼ାଇଲେ ବ୍ରିଟେନ ଫେରନ୍ତା, ପୁଣି ୫ ଜଣଙ୍କୁ କରୋନା

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପ ଭାରତରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ଅବଶ୍ୟ ଏଯାଏ ଭାରତରେ ବିଧିବଦ୍ଧ ଭାବେ କରୋନାର ନୂଆ ଷ୍ଟ୍ରେନ କିଏ ସଂକ୍ରମିତ ହୋଇଛନ୍ତି, ସେକଥା ଘୋଷଣା କରାଯାଇ ନାହିଁ। କିନ୍ତୁ ବ୍ରିଟେନରୁ ବିମାନ ଯୋଗୁ ଫେରୁଥିବା ଜଣଙ୍କ ପରେ ଜଣେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛି। ଏହି କାରଣରୁ ଭାରତରେ କରୋନାର ନୂଆ ଷ୍ଟ୍ରେନ ପ୍ରବେଶ କରି ସାରିଥିବା ଆଶଙ୍କା କରାଯାଉଛି। ସୋମବାର ରାତିରେ ଲଣ୍ଡନରୁ ଦିଲ୍ଲୀ ଆସିଥିବା ୨୬୬ […]

ff

ff

Hemant Lenka
  • Published: Tuesday, 22 December 2020
  • Updated: 22 December 2020, 01:31 PM IST

Sports

Latest News

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ରୂପ ଭାରତରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ଅବଶ୍ୟ ଏଯାଏ ଭାରତରେ ବିଧିବଦ୍ଧ ଭାବେ କରୋନାର ନୂଆ ଷ୍ଟ୍ରେନ କିଏ ସଂକ୍ରମିତ ହୋଇଛନ୍ତି, ସେକଥା ଘୋଷଣା କରାଯାଇ ନାହିଁ। କିନ୍ତୁ ବ୍ରିଟେନରୁ ବିମାନ ଯୋଗୁ ଫେରୁଥିବା ଜଣଙ୍କ ପରେ ଜଣେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛି। ଏହି କାରଣରୁ ଭାରତରେ କରୋନାର ନୂଆ ଷ୍ଟ୍ରେନ ପ୍ରବେଶ କରି ସାରିଥିବା ଆଶଙ୍କା କରାଯାଉଛି।

ସୋମବାର ରାତିରେ ଲଣ୍ଡନରୁ ଦିଲ୍ଲୀ ଆସିଥିବା ୨୬୬ ଜଣ ଯାତ୍ରୀଙ୍କ ମଧ୍ୟରୁ ଏଯାଏ ୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଅନ୍ୟମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏମାନେ ସମସ୍ତେ ଏୟାର ଇଣ୍ଡିଆର ବିମାନରେ ସୋମବାର ରାତି ୧୦.୪୦ରେ ଦିଲ୍ଲୀରେ ପହଞ୍ଚିଥିଲେ।

ଏହାପରେ ନିୟମ ଅନୁସାରେ ସମସ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବିମାନରେ ଥିବା ଅନ୍ୟମାନଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଛି।

ସେହିପରି ୫ ଜଣ କରୋନା ଆକ୍ରାନ୍ତ ନୂଆ ଷ୍ଟ୍ରେନ ନା ପୂରା ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି, ତା’ର ପରୀକ୍ଷା ମଧ୍ୟ କରାଯାଉଛି। ଏଥିପାଇଁ ସମସ୍ତଙ୍କର ନମୁନା ନ୍ୟାଶନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲକୁ ଗବେଷଣା ପାଇଁ ପଠାଯାଇଛି। ସେଠାରୁ ଏହାକୁ କେୟାର ସେଣ୍ଟରକୁ ପଠାଯିବ।

ଆଜି ସକାଳୁ ବ୍ରିଟିଶ ଏୟାରୱେଜ୍‌ରେ ଗୋଟିଏ ବିମାନ ଦିଲ୍ଲୀରେ ପହଞ୍ଚିଛି। ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର କରୋନା ଟେଷ୍ଟ ହେବ ବୋଲି କୁହାଯାଇଛି। ଏହାପୂର୍ବରୁ ଚେନ୍ନାଇରେ ଜଣେ ବ୍ରିଟେନ ଫେରନ୍ତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଅନ୍ୟପକ୍ଷରେ ଆଜି ରାତି ୧୨ଟାରୁ ଡିସେମ୍ବର ୩୧ ଯାଏ ଭାରତ ସରକାର ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଭାରତ ନୁହେଁ, ଏକାଧିକ ରାଷ୍ଟ୍ର ମଧ୍ୟ କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story