କେନିଆ: ୨ ବସ୍‌ ଉପରେ ଗୁଳିମାଡ, ୬ ମୃତ

ନାଇରୋବୀ: ସୋମାଲିଆ ସୀମାବର୍ତ୍ତୀ କେନିଆର ଉତ୍ତରପୂର୍ବ ଅଞ୍ଚଳରେ ଆଜି ଉଗ୍ରପନ୍ଥୀ ୨ଟି ବସ୍‌ ଉପରକୁ ଆଖିବୁଜା ଗୁଳି କରିବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଉଗ୍ରପନ୍ଥୀଙ୍କ ଆଖିବୁଜା ଗୁଳିକାରଣରୁ ୬ଜଣଙ୍କର ପ୍ରାଣହାନୀ ହୋଇଛି। ଏହି କାଣ୍ଡ ଘଟାଇଥିବା ଉଗ୍ରପନ୍ଥୀଙ୍କୁ ଖୋଜି ବାହାର କରିବାକୁ ସେନା ଓ ପୋଲିସର ମିଳିତ ସର୍ଚ ଅପରେସନ ଆରମ୍ଭ ହୋଇଛି।” ଆଜି ସକାଳୁ ଏଇ ୱାକ୍‌ ସହରରେ ଏହି ଘଟଣା ଘଟିଥିଲା। ସୋମାଲି ଅଲ […]

6-killed-in-Kenya-bus

6-killed-in-Kenya-bus

Rakesh Mallick
  • Published: Friday, 01 July 2016
  • Updated: 04 May 2017, 03:44 PM IST

Sports

Latest News

ନାଇରୋବୀ: ସୋମାଲିଆ ସୀମାବର୍ତ୍ତୀ କେନିଆର ଉତ୍ତରପୂର୍ବ ଅଞ୍ଚଳରେ ଆଜି ଉଗ୍ରପନ୍ଥୀ ୨ଟି ବସ୍‌ ଉପରକୁ ଆଖିବୁଜା ଗୁଳି କରିବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଉଗ୍ରପନ୍ଥୀଙ୍କ ଆଖିବୁଜା ଗୁଳିକାରଣରୁ ୬ଜଣଙ୍କର ପ୍ରାଣହାନୀ ହୋଇଛି। ଏହି କାଣ୍ଡ ଘଟାଇଥିବା ଉଗ୍ରପନ୍ଥୀଙ୍କୁ ଖୋଜି ବାହାର କରିବାକୁ ସେନା ଓ ପୋଲିସର ମିଳିତ ସର୍ଚ ଅପରେସନ ଆରମ୍ଭ ହୋଇଛି।”

ଆଜି ସକାଳୁ ଏଇ ୱାକ୍‌ ସହରରେ ଏହି ଘଟଣା ଘଟିଥିଲା। ସୋମାଲି ଅଲ କାଏଦା ଗ୍ରୁପ ଏହି କାଣ୍ଡ ଭିଆଇଥାଇପାରେ ବୋଲି ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story