୭୦ କରୋନା ଆକ୍ରାନ୍ତ ନିଖୋଜ ଥିବା ଦର୍ଶାଇଲା ବିଏମସି, ସହରରେ ଆତଙ୍କ

ମୁମ୍ବାଇ: କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମୁମ୍ବାଇରେ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ସହରରେ କରୋନାରେ ଆକ୍ରାନ୍ତ ହୋଇଥିବା ୭୦ ଜଣ ରୋଗୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ପ୍ରଶାସନର ନିଖୋଜ ତାଲିକାରେ ସ୍ଥାନ ଦିଆଯାଇଛି। ଏବେ ବ୍ରିହାନ ମୁମ୍ବାଇ କର୍ପୋରେସନ(ବିଏମସି) ମୁମ୍ବାଇ ପୁଲିସ୍‌ ସହାୟତାରେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି। ନମୁନା ପରୀକ୍ଷା ପରେ ଅନେକ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତେବେ ସେମାନଙ୍କୁ ଯୋଗାଯୋଗ କରିବାକୁ […]

da

da

Hemant Lenka
  • Published: Tuesday, 23 June 2020
  • Updated: 23 June 2020, 06:13 PM IST

ମୁମ୍ବାଇ: କରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମୁମ୍ବାଇରେ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ସହରରେ କରୋନାରେ ଆକ୍ରାନ୍ତ ହୋଇଥିବା ୭୦ ଜଣ ରୋଗୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ପ୍ରଶାସନର ନିଖୋଜ ତାଲିକାରେ ସ୍ଥାନ ଦିଆଯାଇଛି।

ଏବେ ବ୍ରିହାନ ମୁମ୍ବାଇ କର୍ପୋରେସନ(ବିଏମସି) ମୁମ୍ବାଇ ପୁଲିସ୍‌ ସହାୟତାରେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି। ନମୁନା ପରୀକ୍ଷା ପରେ ଅନେକ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ତେବେ ସେମାନଙ୍କୁ ଯୋଗାଯୋଗ କରିବାକୁ କୌଣସି ଫୋନ ନମ୍ବର କିମ୍ବା ଘର ଠିକଣା ମିଳି ନଥିଲା। ଏହାପରେ ସମସ୍ତଙ୍କୁ ବିଏମସି ନି‌ଖୋଜ ଦର୍ଶାଇଛି।

ସମସ୍ତ ନୋଖଜ କରୋନା ଆକ୍ରାନ୍ତ ଉତ୍ତର ମୁମ୍ବାଇର ମାଲଦା ଅଞ୍ଚଳର। ଏଠାରେ ହିଁ କରୋନା ସବୁଠାରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ନିଖୋଜ କରୋନା ଆକ୍ରାନ୍ତଙ୍କ ଫ୍ଲୁ ଲକ୍ଷଣ ରହିଥିଲା। ସେମାନେ ଖୁବକମ ସମୟରେ ଅନ୍ୟମାନଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ସେମାନେ ନିଖୋଜ ହୋଇଯାଇଥିବାରୁ ସରକାର ଓ ବିଏମସିର ଚିନ୍ତା ବଢ଼ି ଯାଇଛି।

ମହାରାଷ୍ଟ୍ର ମନ୍ତ୍ରୀ ଅସଲମ ଶେଖ କହିଛନ୍ତି, “ଆମେ କିଛି କରୋନା ରୋଗୀଙ୍କ ଠିକଣା ପାଉନାହୁଁ। ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସମ୍ପର୍କୀୟ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତେଣୁ ସେମାନଙ୍କ ଜରିଆରେ ହିଁ ନିଖୋଜ ଲୋକଙ୍କୁ ଠାବ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନେ ଫେରାର ହୋଇନାହାନ୍ତି। ପୁଲିସ୍‌, ୱାର୍ଡ ଅଫିସର ଓ ବିଏସମି ମିଳିତ ଭାବେ ସେମାନଙ୍କୁ ଠାବ କରିବାରେ ଲାଗିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story