ଆଫଗାନିସ୍ତାନରେ ଭିନ୍ନ ଭିନ୍ନ ସେନା ଅପରେସନରେ ୭୦ ମୃତ

କାବୁଲ: ଦକ୍ଷିଣ ଆଫଗାନିସ୍ତାନରେ ଉର୍ଜୁଗାନ ପ୍ରଦେଶରେ ସେନା ପକ୍ଷରୁ ପୃଥକ ପୃଥକ୍‌ ଅପରେସନ କରାଯିବାରୁ ୭୦ ଜଣ ଆତଙ୍କବାଦୀଙ୍କ ପ୍ରାଣ ହାନି ହୋଇଥିବାବେଳେ ୪୧ ଗୁରୁତର ଆହତ ହୋଇଛନ୍ତି। ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସେନା ପକ୍ଷରୁ ଚାର୍ଚ୍ଚିନୋ ଜିଲ୍ଲାରେ ଅପରେରେସନ କରାଯାଇଥିଲା। ଏଠାରେ ତାଲିବାନ ଆତଙ୍କୀଙ୍କ ଗତିବିଧୀ ଥିବା ଜଣାପଡିବା ପରେ ଆଫ୍‌ଗାନ୍‌ର ସ୍ପେଶାଲ ଫୋର୍ସ ଓ ସେନାର ମିଳିତ ସହଯୋଗରେ ଏହି୍ ଅପରେସନ କରାଯାଇଥିଲା। ଗତକିଛି ଦିନ ତଳେ ଆଫ୍‌ଗାନ […]

Afghan-forces1

Afghan-forces1

Rakesh Mallick
  • Published: Sunday, 19 June 2016
  • Updated: 04 May 2017, 03:44 PM IST

Sports

Latest News

କାବୁଲ: ଦକ୍ଷିଣ ଆଫଗାନିସ୍ତାନରେ ଉର୍ଜୁଗାନ ପ୍ରଦେଶରେ ସେନା ପକ୍ଷରୁ ପୃଥକ ପୃଥକ୍‌ ଅପରେସନ କରାଯିବାରୁ ୭୦ ଜଣ ଆତଙ୍କବାଦୀଙ୍କ ପ୍ରାଣ ହାନି ହୋଇଥିବାବେଳେ ୪୧ ଗୁରୁତର ଆହତ ହୋଇଛନ୍ତି।

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସେନା ପକ୍ଷରୁ ଚାର୍ଚ୍ଚିନୋ ଜିଲ୍ଲାରେ ଅପରେରେସନ କରାଯାଇଥିଲା। ଏଠାରେ ତାଲିବାନ ଆତଙ୍କୀଙ୍କ ଗତିବିଧୀ ଥିବା ଜଣାପଡିବା ପରେ ଆଫ୍‌ଗାନ୍‌ର ସ୍ପେଶାଲ ଫୋର୍ସ ଓ ସେନାର ମିଳିତ ସହଯୋଗରେ ଏହି୍ ଅପରେସନ କରାଯାଇଥିଲା।

ଗତକିଛି ଦିନ ତଳେ ଆଫ୍‌ଗାନ ସେନା ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ପରେ ବଡ ଧରଣର ଅପରେସନ ଆରମ୍ଭ କରାଯାଇଛି। ଏଥିରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୧୨ ଜଣ ନିଖୋଜ୍‌ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story