ବନ୍ୟା ବେଳେ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇଲା ୧୨ ବର୍ଷର ବାଳକ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବନ୍ୟା ବେଳେ ଏକ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ପୁରସ୍କୃତ ହୋଇଛି ୧୨ ବର୍ଷର ବାଳକ ଭେଙ୍କଟେଶ। ସେ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି। ଆଜି ୭୩ ତମ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକାର ରାଇଚୁର ଜିଲ୍ଲା ପ୍ରଶାସନ ଭେଙ୍କଟେଶକୁ ପୁରସ୍କୃତ କରିଛି। ରାଇଚୁର ଜିଲ୍ଲାର ହିରେରୟାନକୁମ୍ପି ଗାଁର ରାସ୍ତା ଘାଟ ବନ୍ୟା ବେଳେ ସମ୍ପୁର୍ଣ୍ଣ ବୁଡ଼ି ଯାଇଥିଲା। ଏହି ସମୟରେ ଭେଙ୍କଟେଶ ବନ୍ୟା ପାଣିରେ ଡୁବିଯାଇ ଥିବା ରାସ୍ତା ଉପରେ […]

12 yerars boys show road while flood

12 yerars boys show road while flood

Subhransu Sekhar
  • Published: Thursday, 15 August 2019
  • Updated: 15 August 2019, 08:16 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବନ୍ୟା ବେଳେ ଏକ ଆମ୍ବୁଲାନ୍ସକୁ ପାଣି ଭିତରେ ରାସ୍ତା ଦେଖାଇ ପୁରସ୍କୃତ ହୋଇଛି ୧୨ ବର୍ଷର ବାଳକ ଭେଙ୍କଟେଶ। ସେ ଏବେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି। ଆଜି ୭୩ ତମ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକାର ରାଇଚୁର ଜିଲ୍ଲା ପ୍ରଶାସନ ଭେଙ୍କଟେଶକୁ ପୁରସ୍କୃତ କରିଛି।

ରାଇଚୁର ଜିଲ୍ଲାର ହିରେରୟାନକୁମ୍ପି ଗାଁର ରାସ୍ତା ଘାଟ ବନ୍ୟା ବେଳେ ସମ୍ପୁର୍ଣ୍ଣ ବୁଡ଼ି ଯାଇଥିଲା। ଏହି ସମୟରେ ଭେଙ୍କଟେଶ ବନ୍ୟା ପାଣିରେ ଡୁବିଯାଇ ଥିବା ରାସ୍ତା ଉପରେ ପହଁରି ପହଁରି ଆମ୍ୱୁଲାନ୍ସକୁ ବାଟ ଦେଖାଇଥିଲା। ଭେଙ୍କଟେଶ ଆମ୍ବୁଲାନ୍ସକୁ ରାସ୍ତା ଦେଖାଇବା ବେଳେ ପାଣିରେ ମଧ୍ୟ ଥରେ ବୁଡ଼ି ଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା।

ଏହାପରେ ଆମ୍ବୁଲାନ୍ସଟି ବନ୍ୟା ପାଣି ପାରି କରି ହସ୍ପିଟାଲ ଯାଇଥିଲା। ହେଲେ ନିଜର ସାହସ ଯୋଗୁ ଆମ୍ବୁଲାନ୍ସ ଡ୍ରାଇଭର ପାଇଁ ଅସମ୍ଭବ ଲାଗୁଥିବା କାମଟିକୁ ସମ୍ଭବ କରାଇ ପାରିଥିଲା ଭେଙ୍କଟେଶ। ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନେ ଭେଙ୍କଟେଶର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story