ଦୂରାରୋଗ୍ୟରେ ପୀଡ଼ିତ କର୍ମଚାରୀଙ୍କ ଝିଅ, କମ୍ପାନୀ ଦେଲା ୧୬ କୋଟି

ରାୟପୁର: ୨ ବର୍ଷର ଝିଅ ଦୁରାରୋଗ୍ୟ SMA ରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ଦରକାର ଥିଲା ୨ କୋଟି।  ହେଲେ ଏତେ ଟଙ୍କା ଯୋଗାଡ଼ କରିବା ପରିବାରର ସାମର୍ଥ୍ୟ ବାହାରେ ଥିଲା। ଶେଷରେ ଦେବଦୂତ ହୋଇ ଛିଡ଼ାଗଲା ବ୍ୟକ୍ତିଜଣକ କାମ କରୁଥିବା କମ୍ପାନୀ। ଏପରିକି ଝିଅର ଜୀବନ ବଞ୍ଚାଇବାକୁ କମ୍ପାନୀ ଯୋଗାଇ ଦେଲା ୧୬ କୋଟି। ଏପରି ଘଟଣା ଛତିଶଗଡ଼ରେ ଘଟିଥିବା ବେଳେ ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ଛତିଶଗଡ଼ର କୋରବା […]

girl child

girl child

Niharika Rout
  • Published: Sunday, 21 November 2021
  • Updated: 21 November 2021, 09:22 AM IST

ରାୟପୁର: ୨ ବର୍ଷର ଝିଅ ଦୁରାରୋଗ୍ୟ SMA ରେ ପୀଡ଼ିତ ଥିବା ବେଳେ ଚିକିତ୍ସା ପାଇଁ ଦରକାର ଥିଲା ୨ କୋଟି।  ହେଲେ ଏତେ ଟଙ୍କା ଯୋଗାଡ଼ କରିବା ପରିବାରର ସାମର୍ଥ୍ୟ ବାହାରେ ଥିଲା। ଶେଷରେ ଦେବଦୂତ ହୋଇ ଛିଡ଼ାଗଲା ବ୍ୟକ୍ତିଜଣକ କାମ କରୁଥିବା କମ୍ପାନୀ। ଏପରିକି ଝିଅର ଜୀବନ ବଞ୍ଚାଇବାକୁ କମ୍ପାନୀ ଯୋଗାଇ ଦେଲା ୧୬ କୋଟି। ଏପରି ଘଟଣା ଛତିଶଗଡ଼ରେ ଘଟିଥିବା ବେଳେ ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା।

ଛତିଶଗଡ଼ର କୋରବା ଜିଲ୍ଲାରେ ଥିବା ସାଉଥ ଇଷ୍ଟର୍ନ କୋଲଫିଲ୍ଡସ୍‌ ଲିମିଟେଡ(SECL) ନିଜର ଜଣେ କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ ୧୬ କୋଟି ରାଶି ପ୍ରଦାନ କରିଛି। କମ୍ପାନୀରେ କାର୍ଯ୍ୟରତ ଥିବା  ସତିଶ କୁମାର ରବି ନାମକ କର୍ମଚାରୀଙ୍କ ଝିଅ ସୃଷ୍ଟି ରାନୀ SMA ରୋଗରେ ପୀଡ଼ିତ। ଏହା ଏକ ଦୁରାରୋଗ୍ୟ ହୋଇଥିବା ବେଳେ ଏହାର ଚିକିତ୍ସା ପଦ୍ଧତି ଖୁବ୍‌ ବ୍ୟୟସାପେକ୍ଷ । ଏଥିନିମନ୍ତେ ଆବଶ୍ୟକ ହେଉଥିବା ଇଞ୍ଜେକସନ୍ ବିଦେଶରେ ମିଳୁଥିବା ବେଳେ ତାହାର ମୂଲଞ ୧୬ କୋଟି ଟଙ୍କା।

ଜଣେ ସାଧାରଣ କର୍ମଚାରୀଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହେଁ। ଏପରି କ୍ଷେତ୍ରରେ  ସତିଶଙ୍କ ନିକଟରେ ତାଙ୍କ ଦୁଃଖ ସମୟରେ ଛିଡ଼ା ହୋଇଛି ତାଙ୍କ କମ୍ପାନୀ। ଏପରିକି କମ୍ପାନୀ ପକ୍ଷରୁ ଗତ ଶୁକ୍ରବାର ସତିଶଙ୍କୁ ୧୬ କୋଟିର ଚେକ୍‌ ପ୍ରଦାନ କରାଯାଇଛି।

ଏନେଇ କୋଲ ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ହିଁ ଅସଲ ସମ୍ପତ୍ତି ବୋଲି CIL ବିଶ୍ୱାସ କରେ। ଏହାକୁ ଆଖି ଆଗରେ ରଖି ଝିଅର ଚିକିତ୍ସା ପାଇଁ ସତିଶଙ୍କୁ ୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story