ପହଁରୁଥିବା ବେଳେ ବୁଡ଼ିଗଲେ ଏବିଭିପିର ଜାତୀୟ ସମ୍ପାଦକ

ମୁମ୍ବାଇ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଜାତୀୟ ସମ୍ପାଦକ ଅନିକେତ ଓଭହାଲଙ୍କ ଆଜି ଅକାଳ ବିୟୋଗ ଘଟିଛି। ସେ ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଥିବା ଏକ ପୋଖରୀରେ ପହଁରୁଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ଏବିଭିପିର ପୂର୍ବତନ ଜାତୀୟ ମୁଖ୍ୟ ମିଲିନ୍ଦ ମରାଠେ କହିଛନ୍ତି, ଅନିକେତ ତାଙ୍କର କିଛି ସାଙ୍ଗଙ୍କ ସହ ଧାଡ଼ଗାଓଁରେ ଥିବା ପୋଖରୀରେ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ପହଁରୁଥିବା ବେଳେ ହଠାତ୍‌ ସେ ଗୋଟିଏ ଭଉଁରୀରେ ଫସି ଯାଇଥିଲେ। ଫଳରେ ପାଣିରେ ବୁଡ଼ି […]

gj

gj

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 06:42 PM IST

Sports

Latest News

ମୁମ୍ବାଇ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଜାତୀୟ ସମ୍ପାଦକ ଅନିକେତ ଓଭହାଲଙ୍କ ଆଜି ଅକାଳ ବିୟୋଗ ଘଟିଛି। ସେ ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଥିବା ଏକ ପୋଖରୀରେ ପହଁରୁଥିବା ବେଳେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି।

ଏବିଭିପିର ପୂର୍ବତନ ଜାତୀୟ ମୁଖ୍ୟ ମିଲିନ୍ଦ ମରାଠେ କହିଛନ୍ତି, ଅନିକେତ ତାଙ୍କର କିଛି ସାଙ୍ଗଙ୍କ ସହ ଧାଡ଼ଗାଓଁରେ ଥିବା ପୋଖରୀରେ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ପହଁରୁଥିବା ବେଳେ ହଠାତ୍‌ ସେ ଗୋଟିଏ ଭଉଁରୀରେ ଫସି ଯାଇଥିଲେ। ଫଳରେ ପାଣିରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ଘଟିଛି।

ଦୁଇ ବର୍ଷ ତଳେ ମହାରାଷ୍ଟ୍ରରେ ଏବିଭିପିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ଅନିକେତଙ୍କୁ ଜାତୀୟ ସ୍ତରକୁ ପଦନ୍ନୋତି ମିଳିଥିଲା। ଜେଏନୟୁରେ ଏବିଭିପିର ଆନ୍ଦୋଳନ ବେଳେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story