ଦେଶରେ କମୁଛି ଆକ୍ଟିଭ କେସ୍‌, ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁ ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଥିବାରୁ ଦେଶରେ କରୋନା ଆକ୍ଟିଭ କେସ୍ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏହା ମାର୍ଚ୍ଚ ମାସରୁ କରୋନା ସହ ଲଢ଼େଇ କରୁଥିବା ଲୋକଙ୍କୁ ଆଶ୍ୱସ୍ତ କରିଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୭.୪୦,୦୯୦ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟାରେ ୮୪୪୮ ହ୍ରାସ ପାଇଛି। ଏହାର ଅର୍ଥ […]

g

g

Hemant Lenka
  • Published: Wednesday, 21 October 2020
  • Updated: 21 October 2020, 02:43 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁ ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆରୋଗ୍ୟଙ୍କ ସଂଖ୍ୟା ବଢ଼ୁଥିବାରୁ ଦେଶରେ କରୋନା ଆକ୍ଟିଭ କେସ୍ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଏହା ମାର୍ଚ୍ଚ ମାସରୁ କରୋନା ସହ ଲଢ଼େଇ କରୁଥିବା ଲୋକଙ୍କୁ ଆଶ୍ୱସ୍ତ କରିଛି।

ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୭.୪୦,୦୯୦ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟାରେ ୮୪୪୮ ହ୍ରାସ ପାଇଛି। ଏହାର ଅର୍ଥ ମୋଟ କେସ୍‌ ଲୋଡ୍‌ର ଏହା ୯.୬୭%। ସେହିପରି ୨୪ ଘଣ୍ଟା ମଧ୍ୟରେ ଆଉ ୬୧,୭୭୫ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୭,୯୫,୧୦୩ରେ ପହଞ୍ଚି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୫୪,୦୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬, ୫୧,୧୦୭କୁ ବୃଦ୍ଧି ପାଇଛି। ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ଆଉ ୭୧୭ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଯୋଗୁ ଏଯାଏ ୧,୧୫,୯୧୪ ଜଣ ଲୋକ ପ୍ରାଣ ହରାଇ ସାରିଲେଣି।

ଅଗଷ୍ଟ ୭ରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ପାର କରିଥିଲା, ୨୩ ତାରିଖରେ ୩୦ ଲକ୍ଷ ଓ ସେପ୍ଟେମ୍ବର ୫ରେ ଏହା ୪୦ ଲକ୍ଷ ଅତିକ୍ରମ କରିଥିଲା। ସେହିପରି ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ ଓ ଅକ୍ଟୋବର ୧୧ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ପାର କରିଥିଲା। ଏହାପରେ ଧୀରେଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି।

ଅନ୍ୟପକ୍ଷରେ ଆଇସିଏମଆର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଯାଏ ଦେଶରେ ମୋଟ ୯,୭୨,୦୦,୩୭୯ଟି ନମୁନା ପରୀକ୍ଷା କରାଯାଇଛି। ଏହା ମଧ୍ୟରୁ କେବଳ ଅକ୍ଟୋବର ୨୦ରେ ସମଗ୍ର ଦେଶରେ ୧୦,୮୩,୬୦୮ଟି ନମୁନା ପରୀକ୍ଷା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story