ପେନ୍‌ସନ୍‌ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ପେନ୍‌ସନ୍‌ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ। ବିନା ଆଧାରକାର୍ଡରେ କର୍ମଚାରୀ ପେନ୍‌ସନ୍‌ ଉଠାଇପାରିବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ କର୍ମଚାରୀ ନିୟୋଜନ ମନ୍ତ୍ରୀ ଜିତେନ୍ଦ୍ର ସିଂ। ଭଲ୍ୟୁଣ୍ଟାରିଂ ଏଜେନ୍ସି ଷ୍ଟାଡିଂ କମିଟିର ୩୦ତମ ବୈଠକରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌ ହୋଇ ନ ଥିବାରୁ କେତେକ କର୍ମଚାରୀ ପେନ୍‌ସନ୍‌ ପାଇବା ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖାଯାଉଛି। ତେଣୁ ସରକାରୀ କର୍ମଚାରୀମାନଙ୍କୁ ପେନ୍‌ସନ୍‌ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ […]

pension-1

pension-1

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 05:57 PM IST

Sports

Latest News

ନୂଆଦିଲ୍ଲୀ: ପେନ୍‌ସନ୍‌ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ। ବିନା ଆଧାରକାର୍ଡରେ କର୍ମଚାରୀ ପେନ୍‌ସନ୍‌ ଉଠାଇପାରିବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ କର୍ମଚାରୀ ନିୟୋଜନ ମନ୍ତ୍ରୀ ଜିତେନ୍ଦ୍ର ସିଂ।

ଭଲ୍ୟୁଣ୍ଟାରିଂ ଏଜେନ୍ସି ଷ୍ଟାଡିଂ କମିଟିର ୩୦ତମ ବୈଠକରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌ ହୋଇ ନ ଥିବାରୁ କେତେକ କର୍ମଚାରୀ ପେନ୍‌ସନ୍‌ ପାଇବା ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖାଯାଉଛି। ତେଣୁ ସରକାରୀ କର୍ମଚାରୀମାନଙ୍କୁ ପେନ୍‌ସନ୍‌ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ମନ୍ତ୍ରୀ ବୌଠକରେ ସ୍ପଷ୍ଟ କରିଛନ୍ତି।

ଦେଶରେ ପାଖାପାଖି ୪୮.୪୧ ଲକ୍ଷ ସରକାରୀ  କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୬୧.୧୭ ଲକ୍ଷ ହେଉଛନ୍ତି ପେନ୍‌ସନ୍‌ ଉପଭୋକ୍ତା। ବର୍ତ୍ତମାନ ଦେଶରେ ସର୍ବନିମ୍ନ ପେନ୍‌ସନ୍‌ ରାଶି ୯ ହଜାର ଓ ସେଲିଂ ଅଫ୍‌ ଗ୍ରାଚ୍ୟୁଇଟି ୨୦ ଲକ୍ଷକୁ ବଢ଼ାଇ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିଭଳି ସ୍ୱାସ୍ଥ୍ୟ ସେବା ପାଇଁ ପ୍ରତି ମାସରେ ୧୦୦୦ ଟଙ୍କା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story