ଏହି ସବୁ ସ୍ଥାନରେ ପହଞ୍ଚିଲା କରୋନା, ଇରାନ ମନ୍ତ୍ରୀଙ୍କ ପରାମର୍ଶଦାତା ମୃତ

ନୂଆଦିଲ୍ଲୀ: ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରବେଶ କରିବା ଆରମ୍ଭ କରିଛି। ଡିସେମ୍ବର ମାସରେ ପ୍ରଥମଥର ଚାଇନାର ଉହାନ ଠାରେ ଥିବା ଏକ ମାଛ ବଜାରରେ କରୋନା ଭୂତାଣୁ ଠାବ କରାଯାଇଥିଲା। ଏହାପରେ ଏହା ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ବ୍ୟାପିବା ଆରମ୍ଭ କରିଛି। ଭାରତ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହିଁ। ଆଜି ମଧ୍ୟ ଏକାଧିକ ନୂଆ ରାଷ୍ଟ୍ରରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେହିପରି ଇରାନରେ ଘାତକ ସାଜିଥିବା […]

d

d

Hemant Lenka
  • Published: Friday, 06 March 2020
  • Updated: 06 March 2020, 04:35 PM IST

Sports

Latest News

ନୂଆଦିଲ୍ଲୀ: ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରବେଶ କରିବା ଆରମ୍ଭ କରିଛି। ଡିସେମ୍ବର ମାସରେ ପ୍ରଥମଥର ଚାଇନାର ଉହାନ ଠାରେ ଥିବା ଏକ ମାଛ ବଜାରରେ କରୋନା ଭୂତାଣୁ ଠାବ କରାଯାଇଥିଲା। ଏହାପରେ ଏହା ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ବ୍ୟାପିବା ଆରମ୍ଭ କରିଛି। ଭାରତ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହିଁ।

ଆଜି ମଧ୍ୟ ଏକାଧିକ ନୂଆ ରାଷ୍ଟ୍ରରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେହିପରି ଇରାନରେ ଘାତକ ସାଜିଥିବା କାରୋନା ଭାଇରସରେ ଖୋଦ୍‌ ଦେଶର ବୈଦେଶିକ ମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରାଣ ହରାଇଛନ୍ତି। ଇରାନରେ ଏଯାଏ ୧୦୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୧୨ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ୧୦୭ ଜଣ ମୃତକଙ୍କ ମଧ୍ୟରୁ ୬ ଜଣ ସରକାରୀ ଅଧିକାର ଓ ରାଜନେତା ରହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସର୍ବିୟାରେ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ସେ ନିକଟରେ ବୁଦାପେଷ୍ଟ ଗସ୍ତ କରି ସ୍ୱଦେଶ ଫେରିଥିଲେ। ଭାଟିକାନରେ ମଧ୍ୟ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

କ୍ୟାମେରୁନରେ ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରକୃତରେ ସେ ଫ୍ରାନ୍ସର ନାଗରିକ। ଗତ ଫେବୃଆରୀ ୨୪ରେ କ୍ୟାମେରୁନର ରାଜଧାନୀ ୱାଓଣ୍ଡେରେ ଅବତରଣ କରିଥିଲେ। ତାଙ୍କର ସ୍କ୍ରିନିଂ କରାଯିବା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ଚାଇନାର ସଂଘାଇରେ ଆଜି ୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଆସୋଲେଟେଡ୍ ହିମାଳୟ କିଙ୍ଗଡମ ଭୁଟାନରେ ମଧ୍ୟ କରୋନା ତା’ର ଉପସ୍ଥିତି ଜାହାରି କରିଛି। ଏଠାକୁ ବୁଲିବାକୁ ଆସିଥିବା ଜଣେ ଆମେରିକୀୟ ପର୍ଯ୍ୟଟକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଏହି କାରଣରୁ ଭୁଟାନ ସୀମାନ୍ତକୁ ବନ୍ଦ କରିଦିଆଯାଇଛି। ଦୁଇ ସପ୍ତାହ ପାଇଁ ଏଠାକୁ କୌଣସି ପର୍ଯ୍ୟଟକ ଯିବା ଆସିବା କରିପାରିବେ ନାହିଁ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story