ଆଜି ଗୁଜରାଟ ବନ୍ଦ, ମେହସାଣାରେ ଉଠିଲା ୧୪୪ ଧାରା

ଅହମଦାବାଦ:ଗୁଜରାଟ ମେହସାଣାରେ ପଟିଦାରଙ୍କ ଆନ୍ଦୋଳନ ଯୋଗୁଁ ଲଗାଯାଇଥିବା ୧୪୪ ଧାରା ଆଜି ସକାଳେ ୬ଟାରେ ଉଠାଇ ଦିଆଯାଇଛି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ପଟିଦାରମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ହିଂସା କାଣ୍ଡ ଘଟାଇବା ଦ୍ୱାରା  କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ।  ମୁଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଏ ବିଷୟରେ ଫୋନରେ କଥା ହୋଇଛି। ମେହସାଣାରେ ଶାନ୍ତି ବଜାୟ ରଖିବାରେ  ସାହାଯ୍ୟ କରିବେ ବୋଲି ସେ କହିଛନ୍ତି।” ସେ […]

gujarat_

gujarat_

Rakesh Mallick
  • Published: Monday, 18 April 2016
  • Updated: 18 April 2016, 09:53 AM IST

Sports

Latest News

ଅହମଦାବାଦ:ଗୁଜରାଟ ମେହସାଣାରେ ପଟିଦାରଙ୍କ ଆନ୍ଦୋଳନ ଯୋଗୁଁ ଲଗାଯାଇଥିବା ୧୪୪ ଧାରା ଆଜି ସକାଳେ ୬ଟାରେ ଉଠାଇ ଦିଆଯାଇଛି।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ପଟିଦାରମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ହିଂସା କାଣ୍ଡ ଘଟାଇବା ଦ୍ୱାରା  କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ।  ମୁଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଏ ବିଷୟରେ ଫୋନରେ କଥା ହୋଇଛି। ମେହସାଣାରେ ଶାନ୍ତି ବଜାୟ ରଖିବାରେ  ସାହାଯ୍ୟ କରିବେ ବୋଲି ସେ କହିଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି,  “ଦେଶରେ ଏହିପରି ଆନ୍ଦୋଳନ ହୋଇଥାଏ, କିନ୍ତୁ  ସରକାର ଲୋକମାନଙ୍କ ବିକାଶ ଉପରେ ଫୋକସ କରିବା ଦରକାର। ପଟିଦାରମାନେ ଆଜି ଗୁଜରାଟ ବନ୍ଦ  ଡାକରା ଦେଇଛନ୍ତି।  ପୋଲିସ୍ ଗିରଫ କରିଥିବା ଆନ୍ଦୋଳନକାରୀଙ୍କୁ  ଛାଡିବାକୁ ପଟିଦାରମାନେ ଦାବି କରିଛନ୍ତି।”

ଗତକାଲି ଗୁଜରାଟର ଗୃହମନ୍ତ୍ରୀ ରଜନୀ ପଟେଲଙ୍କ ମେହସାଣା ଅଫିସରେ ହାର୍ଦ୍ଦିକ ପଟେଲଙ୍କ କିଛି ସମର୍ଥକ ଭଙ୍ଗାରୁଜା କରିଥିଲେ। ବିକ୍ଷୋଭକାରୀ ଅଫିସରେ ଥିବା ୪ଟି ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ସେହିପରି ମେହସାଣାରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ଅଫିସରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅହମଦାବାଦର କେତେକ ଅଞ୍ଚଳରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ମେହସାଣା ଜିଲ୍ଲାପାଳ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନୋଟିସ୍ ଜାରି କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story