ପୁଣି ମହା ଟୁଇଷ୍ଟ: ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାୱାର !

ମୁମ୍ବାଇ:ମହାରାଷ୍ଟ୍ର ମହାନାଟକରେ ଆସିଲା ଆଉ ଏକ ମହା ଟୁଇଷ୍ଟ। ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିବା ସୂଚନା ମଳିଛି।  ଅଜିତ୍‌ ଇସ୍ତଫା ଦେଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଆସନ୍ତାକାଲି ଫଡ଼ନାଭିସଙ୍କ ମେଣ୍ଟ ସରକାରକୁ ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ତା’ପୂର୍ବରୁ ହଠାତ୍‌ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେବା ଆହୁରି ଚର୍ଚ୍ଚିତ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଅପରାହ୍ନ ୩ଟା ୩୦ରେ ଏକ […]

ajit-pawar-122

ajit-pawar-122

Tapas Behera
  • Published: Tuesday, 26 November 2019
  • Updated: 26 November 2019, 03:11 PM IST

Sports

Latest News

ମୁମ୍ବାଇ:ମହାରାଷ୍ଟ୍ର ମହାନାଟକରେ ଆସିଲା ଆଉ ଏକ ମହା ଟୁଇଷ୍ଟ। ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିବା ସୂଚନା ମଳିଛି।  ଅଜିତ୍‌ ଇସ୍ତଫା ଦେଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ଆସନ୍ତାକାଲି ଫଡ଼ନାଭିସଙ୍କ ମେଣ୍ଟ ସରକାରକୁ ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ତା’ପୂର୍ବରୁ ହଠାତ୍‌ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେବା ଆହୁରି ଚର୍ଚ୍ଚିତ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଅପରାହ୍ନ ୩ଟା ୩୦ରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦୋବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁଯାୟୀ, ଆଜି ସକାଳେସୁପ୍ରିମକୋର୍ଟ ମହାରାଷ୍ଟ୍ର ମାମଲାରେ ରାୟ ଶୁଣାଇ ଥିଲେ। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥା ଭୋଟ ହେବ। ଆସ୍ଥା ଭୋଟ ସମୟରେ କୌଣସି ପ୍ରକାରର ସିକ୍ରେଟ ବାଲାଟର ବ୍ୟବହାର ହୋଇ ପାରିବ ନାହିଁ। ଫ୍ଲୋର ଟେଷ୍ଟ ସମୟର ପୂରା ଦୃଶ୍ୟ ସିଧାପ୍ରସାରଣ କରାଯିବ। ସେହିପରି ଆସନ୍ତାକାଲି ପ୍ରଥମେ ପ୍ରୋ ଟେମ ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେବେ। ଏହାପରେ ସେ ହିଁ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଜିତ୍‌ଙ୍କ ଏଭଳି ନିଷ୍ପତ୍ତି ବିଜେପିକୁ ଏକ ବଡ଼ ଝଟ୍‌କା ଦେଇଥିବା ବେଳେ ପ୍ରକୃତରେ କିଏ ଗଠନ କରିବ ମହାରାଷ୍ଟ୍ରରେ ସ୍ଥାୟୀ ସରକାର ? ଫ୍ଲୋର୍‌ ଟେଷ୍ଟ୍‌ ପୂର୍ବରୁ ବିଜେପି ହାର୍‌ ମାନିଯିବ କି ? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story