ଆକବର ରୋଡ୍‌ର ନାଁ ବଦଳିବନି: ଭେଙ୍କେୟା

ନୂଆଦିଲ୍ଲୀ: ଦିଲ୍ଲୀର ଆକବର ରୋଡ୍ ନାମ ବଦଳାଇବା ନେଇ ଆଜି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ କହିଛନ୍ତି, “ମୋଦି ସରକାର ଆକବର ରୋଡର ନାମ ବଦଳାଇବେ ନାହିଁ। ଏଥିପାଇଁ କୌଣସି ପ୍ରସ୍ତାବ ନାହିଁ।” ନାଇଡୁ କହିଛନ୍ତି,“କେନ୍ଦ୍ର ସରକାର ଦିଲ୍ଲୀର ଏକ ଗୁରୁତ୍ୱପୂର୍ଣ୍ଣ ରୋଡ୍‌ର ନାମ ମହାରଣାଙ୍କ ନାଁରେ ରଖିବେ,କିନ୍ତୁ ଆକବର ରୋଡ୍‌ର ନାମ ବଦଳାଇବା ନେଇ କୌଣସି ପ୍ରସ୍ତାବ ନାହିଁ।” ସେ ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀରେ ରୋଡର ନାମ ବଦଳାଇବା ଆମର ପ୍ରାଥମିକତା ନୁହେଁ। ମହାରାଣା ପ୍ରତାପ […]

naidu_

naidu_

Rakesh Mallick
  • Published: Friday, 20 May 2016
  • Updated: 20 May 2016, 10:11 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଆକବର ରୋଡ୍ ନାମ ବଦଳାଇବା ନେଇ ଆଜି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ କହିଛନ୍ତି, “ମୋଦି ସରକାର ଆକବର ରୋଡର ନାମ ବଦଳାଇବେ ନାହିଁ। ଏଥିପାଇଁ କୌଣସି ପ୍ରସ୍ତାବ ନାହିଁ।”

ନାଇଡୁ କହିଛନ୍ତି,“କେନ୍ଦ୍ର ସରକାର ଦିଲ୍ଲୀର ଏକ ଗୁରୁତ୍ୱପୂର୍ଣ୍ଣ ରୋଡ୍‌ର ନାମ ମହାରଣାଙ୍କ ନାଁରେ ରଖିବେ,କିନ୍ତୁ ଆକବର ରୋଡ୍‌ର ନାମ ବଦଳାଇବା ନେଇ କୌଣସି ପ୍ରସ୍ତାବ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀରେ ରୋଡର ନାମ ବଦଳାଇବା ଆମର ପ୍ରାଥମିକତା ନୁହେଁ। ମହାରାଣା ପ୍ରତାପ ଆମ ଦେଶର ବାହଦୂର ପୁଅ ଥିଲେ। ତାଙ୍କରି ସାହସକିତା ବିଷୟରେ ଦେଶର ଲୋକ ଜାଣିବା ଦରକାର।”

ସେ କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ବି.କେ ସିଂହ ଆକବର ରୋଡ୍‌ର ନାମ ବଦଳାଇ  ମହାରାଣା ପ୍ରତାପ ରୋଡ୍‌ ରଖିବା ପାଇଁ  କହିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story