ବାପପୁଅଙ୍କ ମଧ୍ୟରେ କମୁଛି ଦୂରତା: ମୁଲାୟମଙ୍କୁ ଭେଟିଲେ ଅଖିଳେଶ

ଲକ୍ଷ୍ନୌ: ନିର୍ବାଚନ ହାରିବା ପରେ ପ୍ରଥମ ଥର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଘରକୁ ଯାଇ ବାପା ମୁଲାୟମ ସିଂହ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ବାପ ଓ ପୁଅଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ପ୍ରାୟ ୨୫ ମିନିଟ୍ ଧରି ଚାଲିଥିଲା। କୁହାଯାଉଛି ଉଭୟେ ପରସ୍ପର ମଧ୍ୟରେ ଥିବା ରାଗ-ରୁଷା ଦୂର କରିବା ପାଇଁ ପ୍ରୟାସ କରିଥିଲେ। ସୂଚନାନୁସାରେ, ଅଖିଳେଶ ଘରକୁ ଆସିବା ପରେ ତାଙ୍କ ବାପା ମୁଲାୟମ ଭାବୁକ ହୋଇ ପଡ଼ିଥିଲେ। ଏପରିକି ତାଙ୍କ […]

Rakesh Mallick
  • Published: Friday, 29 September 2017
  • Updated: 29 September 2017, 05:43 AM IST

Sports

Latest News

akhilesh-mulayamଲକ୍ଷ୍ନୌ: ନିର୍ବାଚନ ହାରିବା ପରେ ପ୍ରଥମ ଥର ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଘରକୁ ଯାଇ ବାପା ମୁଲାୟମ ସିଂହ ଯାଦବଙ୍କୁ ସାକ୍ଷାତ କରିଛନ୍ତି। ବାପ ଓ ପୁଅଙ୍କ ମଧ୍ୟରେ ଏହି ସାକ୍ଷାତ ଆଲୋଚନା ପ୍ରାୟ ୨୫ ମିନିଟ୍ ଧରି ଚାଲିଥିଲା। କୁହାଯାଉଛି ଉଭୟେ ପରସ୍ପର ମଧ୍ୟରେ ଥିବା ରାଗ-ରୁଷା ଦୂର କରିବା ପାଇଁ ପ୍ରୟାସ କରିଥିଲେ। ସୂଚନାନୁସାରେ, ଅଖିଳେଶ ଘରକୁ ଆସିବା ପରେ ତାଙ୍କ ବାପା ମୁଲାୟମ ଭାବୁକ ହୋଇ ପଡ଼ିଥିଲେ। ଏପରିକି ତାଙ୍କ ପାଟିରୁ କିଛି ସମୟ ପାଇଁ ଶଦ୍ଦ ବାହାରି ନଥିଲା।

ଆସନ୍ତା ଅକ୍ଟୋବର ୫ ତାରିଖରେ ଆଗ୍ରାରେ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେବାକୁ ମୁଲାୟମଙ୍କୁ ଅଖିଳେଶ ନିମନ୍ତ୍ରଣ କରିଛନ୍ତି। ମୁଲାୟମ ରାଷ୍ଟ୍ରୀୟ ଅଧିବେଶନରେ ସାମିଲ ହେବାକୁ ରାଜି ହୋଇଥିବା ଜଣାପଡ଼ିଛି। ଯଦି ମୁଲାୟମ ରାଷ୍ଟ୍ରୀୟ ଅଧିବେଶନକୁ ଯାଆନ୍ତି ତେବେ ତାଙ୍କ ଭାଇ ଶିବପାଲ ଯାଦବଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଯିବ।

ଏବେ ବାପ ଓ ପୁଅଙ୍କ ମଧ୍ୟରେ ଥିବା ଦୂରତା ଧୀରେ ଧୀରେ କମିବାରେ ଲାଗୁ ଥିବା କୁହାଯାଉଛି। ମୁଲାୟମ ସିଂହଙ୍କ ୟୁଟର୍ନ ଏବେ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିପାରେ। ଯଦି ମୁଲାୟମ ଅଖିଳେଶଙ୍କ ସହ ଗୋଟିଏ ମଞ୍ଚରେ ଠିଆ ହେବେ ସମାଜବଦୀ ପାର୍ଟିରେ ଉତ୍ସାହ ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story