ଏକନାଥ ଖଡ୍‌ସେ ଜଣେ ସଚ୍ଚା ଦେଶଭକ୍ତ : ଶିବସେନା

ମୁମ୍ବାଇ: ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କ ଓ ଜମି ଦୁର୍ନୀତି ନେଇ ମନ୍ତ୍ରୀପଦ ହରାଇଥିବା  ମହାରାଷ୍ଟ୍ରର ପୂର୍ବତନ ରାଜସ୍ୱମନ୍ତ୍ରୀ ଏକନାଥ ଖଡସେଙ୍କୁ ନେଇ ଆଜି  ଶିବସେନା ବିଜେପିକୁ  ଟାର୍ଗେଟ କରିଛି। ଶିବସେନା ପକ୍ଷରୁ  କୁହାଯାଇଛି, “ପଛ ପଟେ ଷଡଯନ୍ତ୍ର କରୁଥିବା ସନ୍ତାନ ଆମେ ନୁହେଁ, ଯେକି କାହାକୁ ବଦନାମ କରି ରାଜନୀତି କରିବ।” ଏକନାଥ ଖଡସେ ଜଣେ  ସଚ୍ଚା ଦେଶଭକ୍ତ ବୋଲି ଦଳୀୟ ମୁଖପତ୍ର “ସାମନା”ରେ ଲେଖାଯାଇଛି। “ସାମନା”ଲେଖାଯାଇଛି, “ଖଡସେଙ୍କ ଉପରେ ଅନେକ […]

udhav_

udhav_

Rakesh Mallick
  • Published: Friday, 01 July 2016
  • Updated: 01 July 2016, 03:15 PM IST

ମୁମ୍ବାଇ: ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କ ଓ ଜମି ଦୁର୍ନୀତି ନେଇ ମନ୍ତ୍ରୀପଦ ହରାଇଥିବା  ମହାରାଷ୍ଟ୍ରର ପୂର୍ବତନ ରାଜସ୍ୱମନ୍ତ୍ରୀ ଏକନାଥ ଖଡସେଙ୍କୁ ନେଇ ଆଜି  ଶିବସେନା ବିଜେପିକୁ  ଟାର୍ଗେଟ କରିଛି। ଶିବସେନା ପକ୍ଷରୁ  କୁହାଯାଇଛି, “ପଛ ପଟେ ଷଡଯନ୍ତ୍ର କରୁଥିବା ସନ୍ତାନ ଆମେ ନୁହେଁ, ଯେକି କାହାକୁ ବଦନାମ କରି ରାଜନୀତି କରିବ।”

ଏକନାଥ ଖଡସେ ଜଣେ  ସଚ୍ଚା ଦେଶଭକ୍ତ ବୋଲି ଦଳୀୟ ମୁଖପତ୍ର “ସାମନା”ରେ ଲେଖାଯାଇଛି। “ସାମନା”ଲେଖାଯାଇଛି, “ଖଡସେଙ୍କ ଉପରେ ଅନେକ ଆରୋପ ଲଗାଯାଇଛି। କିନ୍ତୁ ସେ ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କ ରଖିବା  ଆରୋପ ମିଥ୍ୟା ଅଟେ। ଏହି ଆରୋପ ଲଗାଯାଇ ଖଡସେଙ୍କ ଦେଶଭକ୍ତି ଉପରେ କଳଙ୍କ ଲଗାଯାଇଛି ଓ ତାଙ୍କ  ଉପରେ ଅନ୍ୟାୟ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story