ଏକନାଥ ଖଡସେ ଦେଶଦ୍ରୋହୀ: କ୍ରେଜିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଆଜି ମହାରାଷ୍ଟ୍ରର ପୂର୍ବତନ ରାଜସ୍ୱ ମନ୍ତ୍ରୀ ଏକନାଥ ଖଡସେଙ୍କ ଉପରେ ଦେଶଦ୍ରୋହ ଆରୋପ ଲଗାଇଛନ୍ତି। ସେ କହିଛନ୍ତି, “ଏକନାଥ ଖଡସେଙ୍କ ଅଣ୍ଡର ୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କ ରଖଇଛନ୍ତି ଓ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଅନ୍ୟପକ୍ଷରେ ଦେଶଦ୍ରୋହ ଅଭିଯୋଗରେ ଜେଲ୍‌ରେ ଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ କେଜ୍ରିୱାଲ ସମର୍ଥନ କରିଛନ୍ତି।” ସେ କହିଛନ୍ତି, “ହାର୍ଦ୍ଦିକ ପଟେଲଙ୍କ ଉପରେ ଦେଶଦ୍ରୋହ ଆରୋପ ଲଗାଯାଇଛି। ମାତ୍ର ସେ […]

kejriwal

kejriwal

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 02:02 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଆଜି ମହାରାଷ୍ଟ୍ରର ପୂର୍ବତନ ରାଜସ୍ୱ ମନ୍ତ୍ରୀ ଏକନାଥ ଖଡସେଙ୍କ ଉପରେ ଦେଶଦ୍ରୋହ ଆରୋପ ଲଗାଇଛନ୍ତି। ସେ କହିଛନ୍ତି, “ଏକନାଥ ଖଡସେଙ୍କ ଅଣ୍ଡର ୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କ ରଖଇଛନ୍ତି ଓ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଅନ୍ୟପକ୍ଷରେ ଦେଶଦ୍ରୋହ ଅଭିଯୋଗରେ ଜେଲ୍‌ରେ ଥିବା ପାଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ କେଜ୍ରିୱାଲ ସମର୍ଥନ କରିଛନ୍ତି।”

ସେ କହିଛନ୍ତି, “ହାର୍ଦ୍ଦିକ ପଟେଲଙ୍କ ଉପରେ ଦେଶଦ୍ରୋହ ଆରୋପ ଲଗାଯାଇଛି। ମାତ୍ର ସେ କିଛି ଦେଶ ବିରୋଧୀ କାମ କରି ନାହାନ୍ତି।”

ଆମ ଆଦମୀ ପାର୍ଟିର ଏପରି ଅଭିଯୋଗକୁ ଖଡସେ ଓ ମୁମ୍ବାଇ ପୋଲିସ୍ ଖଣ୍ଡନ କରିଛି। ହେଲେ ମୁମ୍ବାଇ ପୋଲିସ୍ ଖଡ଼ସେଙ୍କୁ କ୍ଲିନଚିଟ୍ ଦେଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story