ଅମରନାଥ ବେସ୍ କ୍ୟାମ୍ପରେ ବାଦଲଫଟା ବର୍ଷା:୨ ମୃତ, ୯ ଆହତ

ଶ୍ରୀନଗର: ଅମରନାଥ ଯାତ୍ରାର ଗାଂଦରୱଲ ଜିଲ୍ଲା ଅନ୍ତର୍ଗତ ବାଲଟଲା ସ୍ଥିତ ବେସ୍ କ୍ୟାମ୍ ନିକଟରେ ଶନିବାର ସକାଳେ ବାଦଲ ଫଟା ବର୍ଷା ହେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ରହିଛି।

ଏହା ପୂର୍ବରୁ ଗାଂଦରୱଲରେ ବାଦଲ ଫଟା ବର୍ଷା ଯୋଗୁ ତିନି ଜଣ ଲୋକ ପ୍ରାଣ ହରାଇଥିଲେ।

ସୂଚନାଯୋଗ୍ୟ, ଅମରନାଥ ଯାତ୍ରା ଅନ୍ତିମ ଚରଣରେ ପହଞ୍ଚିଛି। ତେଣୁ ଏବେ ଗାଂଦରୱଲରେ ଶ୍ରଦ୍ଧାଳୁଙ୍କ ଭିଡ଼ ରହିଛି।

ଆହୁରି ପଢ଼ନ୍ତୁ

ONGC ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ହ୍ୱାଇଟ୍ ହାଉସ୍ ବାହାରେ ଫୁଟିଲା ଗୁଳି

ଭୟଙ୍କର ବିସ୍ଫୋରଣ, ମାଟିରେ ମିଶିଗଲା ଶତାଧିକ ଘର

ଲୋକଙ୍କ ସୁରକ୍ଷା ପାଇଁ ଢୁଢୁ ବର୍ଷାରେ ଗାତ ପାଖରେ ୭ ଘଣ୍ଟା ଛିଡ଼ା ହେଲେ ମହିଳା

କ’ଣ ପାଇଁ ସ୍ୱର ବଦଳାଇଲେ ସଚିନ ପାଇଲଟ?

୮ ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ କରୋନାରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ

କଂଗ୍ରେସ ସହ ପୁଣି ଯୋଡ଼ିହେବେ ସଚିନ, ରଖିଲେ ମୁଖ୍ୟମନ୍ତ୍ରୀ ସର୍ତ୍ତ

୪୮ରେ ପହଞ୍ଚିଲା ଭୂସ୍ଖଳନ ମୃତ୍ୟୁସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦୁଇ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସଞ୍ଜୟ ଦତ୍ତ

ମିଡିଆ ଟ୍ରାଏଲ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ

ଆଉ ଦୁଇ ଦିନ ପରେ ଆସିବ ପ୍ରଥମ କରୋନା ଟିକା! ଗବେଷକମାନେ ବି ବ୍ୟବହାର କଲେ

ରାଜସ୍ଥାନ ସଙ୍କଟରେ ପଡ଼ିବ ପୂର୍ଣ୍ଣଚ୍ଛେଦ? ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିଲେ ସଚିନ ପାଇଲଟ