ଆମେରିକାର ଡଲାସରେ ୫ ଜଣ ପୋଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ଡଲାସ: ଆମେରିକାର ଟେକ୍ସାସରେ ବିକ୍ଷୋଭ କରୁଥିବା ଲୋକଙ୍କ ମଧ୍ୟରୁ କିଛି ବନ୍ଧୁକଧାରୀ ଗୁଳି କରିବା ଫଳରେ ଘଟଣା ସ୍ଥଳରେ ୫ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭ ବେଳେ ଦୃର୍ବୃତ୍ତମାନେ ପୋଲିସକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଗଣମାଧ୍ୟମ ରିପୋର୍ଟ ମୁତାବକ ଦୁଇଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଅନ୍ୟ ଜଣେ ଆକ୍ରମଣକାରୀ ଫେରାର ହୋଇଯାଇଛି। ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଚଳାଇଛି। ଆତ୍ମସମର୍ପଣ କରିଥିବା ଆକ୍ରମଣକାରୀ ପାଖରୁ ବମ୍ […]

america

america

Rakesh Mallick
  • Published: Friday, 08 July 2016
  • Updated: 04 May 2017, 03:44 PM IST

Sports

Latest News

ଡଲାସ: ଆମେରିକାର ଟେକ୍ସାସରେ ବିକ୍ଷୋଭ କରୁଥିବା ଲୋକଙ୍କ ମଧ୍ୟରୁ କିଛି ବନ୍ଧୁକଧାରୀ ଗୁଳି କରିବା ଫଳରେ ଘଟଣା ସ୍ଥଳରେ ୫ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭ ବେଳେ ଦୃର୍ବୃତ୍ତମାନେ ପୋଲିସକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ।

ଗଣମାଧ୍ୟମ ରିପୋର୍ଟ ମୁତାବକ ଦୁଇଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଅନ୍ୟ ଜଣେ ଆକ୍ରମଣକାରୀ ଫେରାର ହୋଇଯାଇଛି। ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଚଳାଇଛି। ଆତ୍ମସମର୍ପଣ କରିଥିବା ଆକ୍ରମଣକାରୀ ପାଖରୁ ବମ୍ ସ୍କ୍ୱାଡ୍ ଏକ ସନ୍ଦିଗ୍ଧ ଦ୍ରବ୍ୟ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story