ଉଡ଼ିବା ବଦଳରେ ତଳେ ପଡ଼ିଗଲା ତ୍ରିରଙ୍ଗା: ଭାଇରାଲ ହେଉଛି ଅମିତ ଶାହାଙ୍କ ଭିଡିଓ  

ନୂଆଦିଲ୍ଲୀ : ଆଜି ସାରା ଭାରତରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେହିପରି ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ସଭାପତି ଅମିତ ଶାହା ପତାକା ଉତ୍ତୋଳନ କରିଛନ୍ତି। ହେଲେ ଅମିତ ଶାହା ଆଜି ପତାକା ଉତ୍ତୋଳନ କରିବା ସମୟରେ ଅଡ଼ୁଆରେ ପଡ଼ିଯାଇଥିଲେ। କାରଣ ସେ ଯେତେବେଳେ ପତାକା ଉତ୍ତୋଳନ […]

amit saha

amit saha

Ordigital Desk
  • Published: Wednesday, 15 August 2018
  • Updated: 15 August 2018, 10:27 PM IST

Sports

Latest News

ନୂଆଦିଲ୍ଲୀ : ଆଜି ସାରା ଭାରତରେ ୭୨ତମ ସ୍ୱାଧୀନତା ଦିବସ ପାଳନ ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌କିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେହିପରି ବିଜେପି ଜାତୀୟ କାର୍ଯ୍ୟାଳୟରେ ଦଳର ସଭାପତି ଅମିତ ଶାହା ପତାକା ଉତ୍ତୋଳନ କରିଛନ୍ତି।

ହେଲେ ଅମିତ ଶାହା ଆଜି ପତାକା ଉତ୍ତୋଳନ କରିବା ସମୟରେ ଅଡ଼ୁଆରେ ପଡ଼ିଯାଇଥିଲେ। କାରଣ ସେ ଯେତେବେଳେ ପତାକା ଉତ୍ତୋଳନ ପାଇଁ ରଶିକୁ ଟାଣିଥିଲେ ସେହି ସମୟରେ ପତାକା ଉଡ଼ିବା ବଦଳରେ ତଳେ ପଡ଼ିଯାଇଥିଲା। ଏହା ପରେ ଏହି ଭୁଲ୍‌ଟିକୁ ସଂଶୋଧନ କରିନେଇଥିଲେ। ହେଲେ ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଅମିତ୍‌ ଶାହାଙ୍କୁ ଟ୍ରୋଲ୍‌ କରିବାର ସୁଯୋଗକୁ କଂଗ୍ରେସ ମଧ୍ୟ ହାତଛଡ଼ା କରିନାହିଁ। ଏହି ଭିଡିଓଟିକି କଂଗ୍ରେସ ତାର ଟ୍ୱିଟର ପେଜରେ ପୋଷ୍ଟ କରିବା ସହିତ ଅମିତ ଶାହାଙ୍କୁ କଟାକ୍ଷ କରିଛି। ଏଥିରେ ଲେଖାଯାଇଛି ଯିଏ ଦେଶର ପତାକାକୁ ସମ୍ଭାଳି ପାରୁନି ସେ ଦେଶକୁ କେମିତି ସମ୍ଭାଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story