ପଞ୍ଚାୟତରୁ ପାର୍ଲିଆମେଣ୍ଟ୍ ପର୍ଯ୍ୟନ୍ତ ବିଜେପିକୁ କ୍ଷମତାସୀନ କରାଇବାକୁ ଦଳୀୟ କର୍ମୀଙ୍କୁ ଅମିତଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଆସନ୍ତା ୨୫ ବର୍ଷ ଧରି ବିଜେପି ଯେମିତି ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି କ୍ଷମତାସୀନ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସେ ଏହି ଆହ୍ୱାନ ଦେଇଛନ୍ତି। ସେ କହିଥିଲେ,“୧୧ ଜଣ ଲୋକଙ୍କୁ ନେଇ ବିଜେପି ଗଠନ ହୋଇଥିଲା। ଏବେ ଏହାର କର୍ମୀଙ୍କ ସଂଖ୍ୟା ୧୧ କୋଟିରେ ପହଞ୍ଚିଛି। ଏତିକି […]

amit-shah -4

amit-shah -4

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 07:18 AM IST

ନୂଆଦିଲ୍ଲୀ: ଆସନ୍ତା ୨୫ ବର୍ଷ ଧରି ବିଜେପି ଯେମିତି ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି କ୍ଷମତାସୀନ ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସେ ଏହି ଆହ୍ୱାନ ଦେଇଛନ୍ତି।

ସେ କହିଥିଲେ,“୧୧ ଜଣ ଲୋକଙ୍କୁ ନେଇ ବିଜେପି ଗଠନ ହୋଇଥିଲା। ଏବେ ଏହାର କର୍ମୀଙ୍କ ସଂଖ୍ୟା ୧୧ କୋଟିରେ ପହଞ୍ଚିଛି। ଏତିକି ବାଟ ଆସିବା ପାଇଁ ଦଳର କର୍ମୀ ଓ ନେତାଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି। ଆମର ଅନେକ କର୍ମକର୍ତ୍ତା ସହିଦ ହୋଇଛନ୍ତି। ସେମାନଙ୍କୁ ମୁଁ ପ୍ରଣାମ କରୁଛି। ସେମାନଙ୍କ ବିନା ଦଳ ଏଭଳି ସ୍ଥିତିରେ ପହଞ୍ଚି ପାରିନଥାଆନ୍ତା।”

ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇ ଅମିତ କହିଥିଲେ,“ତିନି ଦଶକ ଧରି କାର୍ଯ୍ୟକର୍ତ୍ତାଙ୍କ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ଦଳ ଆଜି ଏହି ସ୍ଥିତିରେ ପହଞ୍ଚିଛି। ଆଗାମୀ ୨୫ ବର୍ଷ ପଞ୍ଚାୟତଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଦଳକୁ କ୍ଷମତାସୀନ କରାଇବା ପାଇଁ ଆପଣମାନଙ୍କୁ କଷ୍ଟ କରିବାକୁ ପଡ଼ିବ।”

ସେ ଆହୁରି ମଧ୍ୟ କହିଥିଲେ,“ଆମ ଆନ୍ଦୋଳନର ଲକ୍ଷ୍ୟ ହେଉଛି ରାଷ୍ଟ୍ରବାଦ। ସେଥିପାଇଁ ଆମ ଦଳକୁ ଏକ ରାଷ୍ଟ୍ରବାଦୀ ଦଳ ଭାବେ ପରିଚୟ ମିଳିଛି। ଏହି ପରିଚୟକୁ ଆଗକୁ ନେଇ ଯିବାର ଦାୟିତ୍ୱ ଆମ ସମସ୍ତଙ୍କର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story