ରାବଣପୋଡ଼ି ଅବସରରେ ନୱାଜଙ୍କ କୁଶପତ୍ତଳିକା ଦାହ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ମୂଳକ ପରିସ୍ଥିତି ଦଶହରାରେ ଦେଖିବାକୁ ମିଳିଛି। ଆଜି ପଞ୍ଜାମ ଅମୃତସରରେ କେତେକ ଯୁବକ ରାବଣ, କୁମ୍ଭକର୍ଣ୍ଣ, ମେଘନାଥଙ୍କ ସହିତ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ଓ ଆତଙ୍କବାଦୀ ହାପିଜ୍‌ ସଇଦ୍‌ଙ୍କ କୁଶପତ୍ତଳିକା ଦାହ କରିବାକୁ ଯୋଜନା କରିଛନ୍ତି। କୁଶପତ୍ତଳିକାରେ ପାକିସ୍ତାନୀ ପତାକା ଗୁଡ଼ାଇବା ସହିତ ନୱାଜ ସରିଫ୍‌ଙ୍କ ଫଟୋ ଲଗାଇଛନ୍ତି। ଅମୃତସରରେ ଏଭଳି ଆୟୋଜନକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି।

amritsar-festival-amritsar-dussehra-pakistan-hindustan

Rakesh Mallick
  • Published: Tuesday, 11 October 2016
  • Updated: 12 October 2016, 07:20 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story