ଅମୁଲ କମ୍ପାନୀର ଏମଡିଙ୍କୁ ଫୋନରେ ହତ୍ୟା ଧମକ

ଅହମଦାବାଦ: ଅମୁଲ କମ୍ପାନୀର ଏମଡି ଆରଏସ୍ ସୋଧୀଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି।  ଆଜି  ସକାଳେ  ତାଙ୍କ ମୋବାଇଲ ଫୋନକୁ ଏକ ଅଜଣା ବ୍ୟକ୍ତିର ଫୋନ ଆସିଥିଲା। ଫୋନରେ ଅଜଣା ବ୍ୟକ୍ତିଟି ନିଜକୁ ରବି ପୂଜାରୀ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିଲା। ସୋଧୀଙ୍କୁ  ସେ ୨୫ କୋଟି ଟଙ୍କା ଦାଦା ବଟି ମାଗିଥିଲା। ସୋଧୀ ୨୫ କୋଟି ଟଙ୍କା  ଦେଇସାରିବା ପରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିଲା।  ସୋଧୀ ଏନେଇ  ପୋଲିସରେ […]

amul_

amul_

Rakesh Mallick
  • Published: Monday, 30 May 2016
  • Updated: 30 May 2016, 12:20 PM IST

Sports

Latest News

ଅହମଦାବାଦ: ଅମୁଲ କମ୍ପାନୀର ଏମଡି ଆରଏସ୍ ସୋଧୀଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି।  ଆଜି  ସକାଳେ  ତାଙ୍କ ମୋବାଇଲ ଫୋନକୁ ଏକ ଅଜଣା ବ୍ୟକ୍ତିର ଫୋନ ଆସିଥିଲା। ଫୋନରେ ଅଜଣା ବ୍ୟକ୍ତିଟି ନିଜକୁ ରବି ପୂଜାରୀ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିଲା। ସୋଧୀଙ୍କୁ  ସେ ୨୫ କୋଟି ଟଙ୍କା ଦାଦା ବଟି ମାଗିଥିଲା। ସୋଧୀ ୨୫ କୋଟି ଟଙ୍କା  ଦେଇସାରିବା ପରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିଲା।

 ସୋଧୀ ଏନେଇ  ପୋଲିସରେ ଅଭିଯୋଗ କରିଥିଲେ। ଅହମଦାବାଦ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story