ଆପ୍ ବିଧାୟକ ଦିନେଶ ମୋହନିଆଙ୍କ ବିରୁଦ୍ଧରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ: ଜଳ ବୋର୍ଡ ଉପାଧ୍ୟକ୍ଷ ତଥା ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ଦିନେଶ ମୋହନିଆ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ନାଁ ନୁର ବାନୋ। ନୁର ତାଙ୍କ ଅଞ୍ଚଳର ପାଣି ସମସ୍ୟା ନେଇ ଦିନେଶଙ୍କ ପାଖକୁ ଯାଇଥିବାବେଳେ ସେଠାରେ ତାଙ୍କୁ ଗାଳି ଗୁଲଜ କରିବା ସହ ଧକ୍କା ମରାଯାଇଥିଲା। ଏହା ସହିତ ତାଙ୍କ ସହିତ ଯାଇଥିବା ଅନ୍ୟ ମହିଳାମାନଙ୍କୁ ବିଧାୟକ ଓ ତାଙ୍କର କର୍ମଚାରୀମାନେ ଖରାପ ବ୍ୟବହାର କରିଥିଲେ। ଯଦି […]

dinasha

dinasha

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 03:47 PM IST

Sports

Latest News

ନୂଆଦିଲ୍ଲୀ: ଜଳ ବୋର୍ଡ ଉପାଧ୍ୟକ୍ଷ ତଥା ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ଦିନେଶ ମୋହନିଆ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ନାଁ ନୁର ବାନୋ। ନୁର ତାଙ୍କ ଅଞ୍ଚଳର ପାଣି ସମସ୍ୟା ନେଇ ଦିନେଶଙ୍କ ପାଖକୁ ଯାଇଥିବାବେଳେ ସେଠାରେ ତାଙ୍କୁ ଗାଳି ଗୁଲଜ କରିବା ସହ ଧକ୍କା ମରାଯାଇଥିଲା। ଏହା ସହିତ ତାଙ୍କ ସହିତ ଯାଇଥିବା ଅନ୍ୟ ମହିଳାମାନଙ୍କୁ ବିଧାୟକ ଓ ତାଙ୍କର କର୍ମଚାରୀମାନେ ଖରାପ ବ୍ୟବହାର କରିଥିଲେ। ଯଦି ଗଣ୍ଡଗୋଳ କରିବ ତାହାହେଲେ ପାଣି ମିଳିବ ନାହିଁ ବୋଲି ବିଧାୟକ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ମହିଳା ଜଣକ କହିଛନ୍ତି, “ବିଧାୟକ ଦିନେଶ ମହୋନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାଙ୍କୁ ତୁରନ୍ତ ଗିରଫ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story