ଆପ୍ ବିଧାୟକ ଦିନେଶ ମୋହନିଆଙ୍କ ବିରୁଦ୍ଧରେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ: ଜଳ ବୋର୍ଡ ଉପାଧ୍ୟକ୍ଷ ତଥା ଆମ ଆଦମୀ ପାର୍ଟି (ଆପ)ର ବିଧାୟକ ଦିନେଶ ମୋହନିଆ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ନାଁ ନୁର ବାନୋ। ନୁର ତାଙ୍କ ଅଞ୍ଚଳର ପାଣି ସମସ୍ୟା ନେଇ ଦିନେଶଙ୍କ ପାଖକୁ ଯାଇଥିବାବେଳେ ସେଠାରେ ତାଙ୍କୁ ଗାଳି ଗୁଲଜ କରିବା ସହ ଧକ୍କା ମରାଯାଇଥିଲା। ଏହା ସହିତ ତାଙ୍କ ସହିତ ଯାଇଥିବା ଅନ୍ୟ ମହିଳାମାନଙ୍କୁ ବିଧାୟକ ଓ ତାଙ୍କର କର୍ମଚାରୀମାନେ ଖରାପ ବ୍ୟବହାର କରିଥିଲେ। ଯଦି ଗଣ୍ଡଗୋଳ କରିବ ତାହାହେଲେ ପାଣି ମିଳିବ ନାହିଁ ବୋଲି ବିଧାୟକ ଧମକ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ମହିଳା ଜଣକ କହିଛନ୍ତି, “ବିଧାୟକ ଦିନେଶ ମହୋନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତାଙ୍କୁ ତୁରନ୍ତ ଗିରଫ କରାଯାଉ।”

ଆହୁରି ପଢ଼ନ୍ତୁ

ଆଜି ବି ବଞ୍ଚିଛି ମାନବିକତା, ଦେଖନ୍ତୁ ଏହି ଭିଡିଓ

ପୁଣି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଋଣ ଜାଲିଆତି

ରହସ୍ୟ ଘେରରେ ବିକାଶ ଦୁବେର ଏନକାଉଣ୍ଟର: ଭିଡିଓ ଉଠାଇଲା ଅନେକ ପ୍ରଶ୍ନ

ପୁଲିସ୍‌ର ଡବଲ୍‌ ଏନକାଉଣ୍ଟର୍‌: ବିକାଶ ପରେ ଅପରାଧୀ ପାନ୍ନା ଯାଦବ ନିହତ

ଗିରଫର ଗୋଟିଏ ଦିନ ପରେ ବିକାଶ ନିହତ: କାର ଓଲଟିଲା, ପୁଲିସ ଗୁଳି କଲା

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୬,୫୦୬ ପଜିଟିଭ

ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ

ବିବାଦ ଶେଷ ହେବା ପରେ ଏହି ସବୁ ଅଞ୍ଚଳରେ ପ୍ୟାଟ୍ରୋଲିଂ ଜାରି ରଖିବ ଭାରତ

କରୋନା ମୃତକଙ୍କ ମଧ୍ୟରେ ୪୩% ବ୍ୟକ୍ତିଙ୍କ ବୟସ ୩୦ରୁ ୫୯

କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ

ଦୂରଦର୍ଶନକୁ ଛାଡ଼ି ନେପାଳରେ ସବୁ ଭାରତୀୟ ନ୍ୟୁଜ ଚ୍ୟାନେଲ ବନ୍ଦ