ଆରବିଆଇକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ବାର୍ଷିକ ରିପୋର୍ଟ ପ୍ରକାଶ କରିବାକୁ ବାଧ୍ୟ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବିଭିନ୍ନ ବ୍ୟାଙ୍କର ପରିଦର୍ଶନ ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ସାର୍ବଜନୀନ କରୁନାହିଁ। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ କଡ଼ା ଭାଷାରେ ଆରବିଆଇକୁ ସମାଲୋଚନା କରିବା ସହ ଚେତାବନୀ ଦେଇଛନ୍ତି। ଯେପର୍ଯ୍ୟନ୍ତ ଆରବିଆଇ ସୂଚନା ଅଧିକାର ଆଇନ ମଧ୍ୟରେ ରହିଛି ସେତେ ଦିନ ପର୍ଯ୍ୟନ୍ତ ସମ୍ବିଧାନର ନିୟମ ପାଳନ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ଏଲ୍. ନାଗେଶ୍ୱରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି।   ତେବେ ସୂଚନା ଅଧିକାର […]

rbi-edit

rbi-edit

Subhransu Sekhar
  • Published: Friday, 26 April 2019
  • Updated: 26 April 2019, 04:28 PM IST
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବିଭିନ୍ନ ବ୍ୟାଙ୍କର ପରିଦର୍ଶନ ସଂକ୍ରାନ୍ତ ବାର୍ଷିକ ରିପୋର୍ଟ ସାର୍ବଜନୀନ କରୁନାହିଁ। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ କଡ଼ା ଭାଷାରେ ଆରବିଆଇକୁ ସମାଲୋଚନା କରିବା ସହ ଚେତାବନୀ ଦେଇଛନ୍ତି। ଯେପର୍ଯ୍ୟନ୍ତ ଆରବିଆଇ ସୂଚନା ଅଧିକାର ଆଇନ ମଧ୍ୟରେ ରହିଛି ସେତେ ଦିନ ପର୍ଯ୍ୟନ୍ତ ସମ୍ବିଧାନର ନିୟମ ପାଳନ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ଏଲ୍. ନାଗେଶ୍ୱରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି।
 
ତେବେ ସୂଚନା ଅଧିକାର କର୍ମୀ ଏସ.ସି ଅଗ୍ରଓ୍ୱାଲଙ୍କ ଦ୍ୱାରା ଆରବିଆଇ ବିରୋଧରେ ଆଇନ ଅବମାନନା କେସ ରୁଜୁ କରିବା ମାମଲାକୁ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି। କୋର୍ଟ ଆରବିଆଇକୁ  ତା'ର ସ୍ପଷ୍ଟୀକରଣ ପାଇଁ ସୁଯୋଗ ଦେଇଥିବାରୁ ଅବମାନନା କେସକୁ ଖାରଜ କରିଦେଇଛନ୍ତି।  
 
ଚଳିତ ବର୍ଷ ଜାନୁଆରୀ ମାସରେ ସର୍ବୋଚ୍ଚ କୋର୍ଟ ଆରବିଆଇକୁ ନୋଟିସ କରି ବାର୍ଷିକ ରିପୋର୍ଟ କାହିଁକି ପ୍ରକାଶ କରୁ ନାହିଁ, ସେ ନେଇ ଜବାବ ମାଗିଥିଲେ। ଏହାପରେ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସୂଚନା ଆୟୋଗ(ସିଆଇସି) ଉଭୟ ବୈଠକ କରି ସ୍ପଷ୍ଟ କରିଥିଲେ ଯେ ଆରବିଆଇ ସ୍ୱୟଂ ଚାଳିତ ହେଲେ ମଧ୍ୟ ବ୍ୟାଙ୍କର ପରିଦର୍ଶନ ରିପୋର୍ଟ ସାର୍ବଜନୀନ କରିବାକୁ ମନା କରିପାରିବ ନାହିଁ।
 
ଆରବିଆଇ ସୁପ୍ରିମକୋର୍ଟ ନୋଟିସର ଜବାବ ଦେଇ କହିଥିଲା ଯେ ବ୍ୟାଙ୍କର ଅନେକ ତଥ୍ୟ ଆନୁମାନିକ ହୋଇଥିବାରୁ ପାରଦର୍ଶୀତା ବା ସ୍ୱଚ୍ଛତା ଆଧାରରେ ରିପୋର୍ଟ ପ୍ରସ୍ତୁତ କରି ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story