ଆପ୍‌ ନେତା ଆଶୁତୋଷଙ୍କୁ ରାଷ୍ଟ୍ରୀୟ ମହିଳା ଆୟୋଗ ପକ୍ଷରୁ ନୋଟିସ୍‌

ନୂଆଦିଲ୍ଲୀ: ଆପ ଆଦମୀ ପାର୍ଟିର ନେତା ଆଶୁତୋଷଙ୍କୁ ୮ ତାରିଖରେ ହାଜର ହେବା ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଆଶୁତୋଷ ନିଜେ ଆୟୋଗ ନିକଟରେ ହାଜର ହେବେ। ସେ ତାଙ୍କ ଆଡଭୋକେଟ ପଠାଇବେ ନାହିଁ ବୋଲି ଆୟୋଗ ପକ୍ଷରୁ ଆଶା କରାଯାଉଛି । ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ କହିଛନ୍ତି,“ଆଶୁତୋଷ ଯେପରି ବ୍ଲଗରେ ଅଶ୍ଲୀଳ ସିଡ଼ି କାଣ୍ଡରେ ଫସିଥିବା ଆପ ନେତା ସନ୍ଦିଦୀପଙ୍କୁ  ଘଣ୍ଟ ଘୋଡ଼ାଇଛନ୍ତି ଓ ବର୍ତ୍ତମାନ ଯେପରି ଟ୍ୱିଟ୍‌ […]

ashutosh_

ashutosh_

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 01:55 PM IST

Sports

Latest News

ନୂଆଦିଲ୍ଲୀ: ଆପ ଆଦମୀ ପାର୍ଟିର ନେତା ଆଶୁତୋଷଙ୍କୁ ୮ ତାରିଖରେ ହାଜର ହେବା ପାଇଁ ରାଷ୍ଟ୍ରୀୟ ମହିଳା ଆୟୋଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଆଶୁତୋଷ ନିଜେ ଆୟୋଗ ନିକଟରେ ହାଜର ହେବେ। ସେ ତାଙ୍କ ଆଡଭୋକେଟ ପଠାଇବେ ନାହିଁ ବୋଲି ଆୟୋଗ ପକ୍ଷରୁ ଆଶା କରାଯାଉଛି ।

ରାଷ୍ଟ୍ରୀୟ ମହିଳା ଆୟୋଗର ଅଧ୍ୟକ୍ଷ କହିଛନ୍ତି,“ଆଶୁତୋଷ ଯେପରି ବ୍ଲଗରେ ଅଶ୍ଲୀଳ ସିଡ଼ି କାଣ୍ଡରେ ଫସିଥିବା ଆପ ନେତା ସନ୍ଦିଦୀପଙ୍କୁ  ଘଣ୍ଟ ଘୋଡ଼ାଇଛନ୍ତି ଓ ବର୍ତ୍ତମାନ ଯେପରି ଟ୍ୱିଟ୍‌ କରୁଛନ୍ତି ସେଥିପାଇଁ ତାଙ୍କୁ ଆୟୋଗ ପକ୍ଷରୁ ପଚରା ଉଚରା କରାଯିବ। କିନ୍ତୁ ସେ ରାଷ୍ଟ୍ରୀୟ ମହିଳା ଆୟୋଗ ନିକଟରେ ହାଜର ହେବା ଦରକାର।”

ଏନସିଡବ୍ଲ୍ୟୁ ଅଧ୍ୟକ୍ଷା କହିଛନ୍ତି,“ଆଶୁତୋଷ ବ୍ଲଗରେ ଯେପରି ଲେଖିଛନ୍ତି ସେଥିରୁ ସ୍ପଷ୍ଟ ହେଉଛି ଯେ ମହିଳାଙ୍କ ପ୍ରତି ତାଙ୍କର କୌଣସି ସମ୍ମାନ ନାହିଁ। ସେ ମହିଳାମାନଙ୍କୁ  ଉପଭୋଗ ବସ୍ତୁ ବୋଲି ଭାବୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story