ଆପ୍ ରାଲିରେ ଯୁବ ଚାଷୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲକୁ ନେଇ ବୁଧବାର ନୂଆଦିଲ୍ଲୀର ଯନ୍ତର ମନ୍ତରରେ ଆପର ପ୍ରତିବାଦ ସଭା ଚାଲିଥିବା ବେଳେ ଘଟିଛି ଅଘଟଣ। ରାଲିରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକ ଆତ୍ମହତ୍ୟା କରି ଦେଇଛନ୍ତି। ମୃତ ଯୁବ ଚାଷୀଙ୍କ ନାମ ଗଜେନ୍ଦ୍ର ସିଂହ। ତାଙ୍କ ଘର ହେଉଛି ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ନାଙ୍ଗଲ ଝମରୱାଡା ଗାଁରେ। ତାଙ୍କ ପାଖରୁ ଏକ ସୁସାଇଡ ନୋଟ୍ ମିଳିଛି। ତାଙ୍କର ତିନିଟି ଛୁଆ ଥିବା ସେ ସେଥିରେ ଉଲ୍ଲେଖ କରିଛନ୍ତି। […]

delhi suiside

delhi suiside

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 12:25 PM IST

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ବିଲକୁ ନେଇ ବୁଧବାର ନୂଆଦିଲ୍ଲୀର ଯନ୍ତର ମନ୍ତରରେ ଆପର ପ୍ରତିବାଦ ସଭା ଚାଲିଥିବା ବେଳେ ଘଟିଛି ଅଘଟଣ। ରାଲିରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକ ଆତ୍ମହତ୍ୟା କରି ଦେଇଛନ୍ତି। ମୃତ ଯୁବ ଚାଷୀଙ୍କ ନାମ ଗଜେନ୍ଦ୍ର ସିଂହ। ତାଙ୍କ ଘର ହେଉଛି ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ନାଙ୍ଗଲ ଝମରୱାଡା ଗାଁରେ। ତାଙ୍କ ପାଖରୁ ଏକ ସୁସାଇଡ ନୋଟ୍ ମିଳିଛି। ତାଙ୍କର ତିନିଟି ଛୁଆ ଥିବା ସେ ସେଥିରେ ଉଲ୍ଲେଖ କରିଛନ୍ତି। ନିକଟରେ ହୋଇଥିବା ବର୍ଷା ଓ କୁଆପଥର ମାଡ଼ ଯୋଗୁ ତାଙ୍କର ଫସଲ ନଷ୍ଟ ହୋଇଯାଇଥିଲା।

ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସଭାସ୍ଥଳରେ ପହଞ୍ଚିବା ମାତ୍ରେ ଯୁବକ ଜଣଙ୍କ ହଠାତ୍ ସେଠାରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ି ଯାଇଥିଲେ ଓ ଗାମୁଛା ଦ୍ୱାରା ଏକ ଫାଶ ତିଆରି କରି ବେକରେ ବାନ୍ଧି ଗଛରୁ ଝୁଲି ଯାଇଥିଲେ। ଉପସ୍ଥିତ ଲୋକଙ୍କ ମଧ୍ୟରୁ କେତେ ଜଣ ତୁରନ୍ତ ଗଛ ଉପରକୁ ଚଢ଼ି ଯାଇଥିଲେ ଓ ତାଙ୍କୁ ବଞ୍ଚାଇ ଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ୪୫ ବେଳେ ତା’ର ମୃତୁ୍ୟ ହୋଇଯାଇଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିଲା। ତାଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା ବୋଲି ଡାକ୍ତର ସୁନୀଲ ସକ୍ସସେନା କହିଥିଲେ।

ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଥିପାଇଁ ଦିଲ୍ଲୀ ପୁଲିସକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ପୁଲିସ୍ ଯୁବ ଚାଷୀଙ୍କୁ ଆତ୍ମହତ୍ୟା କରିବାରୁ ରୋକିବାକୁ ଉଦ୍ୟମ କରି ନ ଥିଲା। ଅନ୍ୟପକ୍ଷରେ ଘଟଣା ସଂପର୍କରେ ଶୁଣିବା ପରେ ଡାକ୍ତରଖାନାରେ ପହଞ୍ଚିଥିବା ଦିଲ୍ଲୀ କଂଗ୍ରେସ ସଭାପତି ଅଜୟ ମାକେନ ଆପକୁ ଏଥିପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ରାଲିର ସଂଗଠକମାନଙ୍କୁ ଅଧିକ ଦାୟିତ୍ୱାବନ ହେବାର ଥିଲା। ସେହିଭଳି ଦିଲ୍ଲୀ ପୁଲିସକୁ ମଧ୍ୟ ଅଧିକ ଦାୟିତ୍ୱବାନ ହେବାର ଆବଶ୍ୟକତା ଥିଲା। ସେହିପରି ଦୌସା ଲୋକସଭା ଆସନର ପୂର୍ବତନ ସାଂସଦ ସଚୀନ ପାଇଲଟ କହିଛନ୍ତି ଯେ ମୃତ ଯୁବ ଚାଷୀଙ୍କ ପରିବାର ଲୋକଙ୍କ ପାଇଁ ଯଥାସମ୍ଭବ ସାହାଯ୍ୟ କରାଯିବ। ଭାଜପାକୁ ଇଙ୍ଗିତ କରି ସେ କହିଥିଲେ, ଏବେ ଦେଶରେ ଚାଷୀଙ୍କ କଥା ବୁଝିବା ପାଇଁ କେହି ନାହାନ୍ତି। ଚାଷୀଙ୍କୁ ସୁରକ୍ଷା ଦେବାକୁ କେହି ନାହାନ୍ତି।

ଅନ୍ୟପକ୍ଷରେ ଗୁରୁତର ଅବସ୍ଥା ଯୁବକ ଜଣଙ୍କୁ ଡାକ୍ତରଖାନା ନିଆଯିବା ପରେ ମଞ୍ଚରେ ବସିଥିବା ଆପ୍ ନେତା କୁମାର ବିଶ୍ୱାସ ଏହି ଘଟଣା ପାଇଁ ପୁଲିସକୁ ଦାୟୀ କରିଥିଲେ। ପୁଲିସ୍ ସଠିକ ଭାବେ ନଜରର ନରଖିବାରୁ ଏଭଳି ଏକ ଘଟଣା ଘଟିଗଲା ବୋଲି ସେ କହିଥିଲେ। ପୁଲସର ଉପସ୍ଥିତି ସତ୍ତ୍ୱେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଏକ ଷଡ଼ଯନ୍ତ୍ର ବି ହୋଇପାରେ ବୋଲି କହିଥିଲେ କୁମାର ବିଶ୍ୱାସ।

ରାଲି ଆରମ୍ଭ ପୂର୍ବରୁ ଆପ ପକ୍ଷରୁ କୁହାଯାଇଥିଲା ଯେ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ବିଲକୁ ବାତିଲ ନକଲେ ଆନେ୍ଦାଳନକୁ ଆହୁରି ବ୍ୟାପକ କରାଯିବ। ସାରା ଦେଶରେ ଏହିଭଳି ଆନେ୍ଦାଳନ କରାଯିବ। ମୋଦି ସରକାର ଉଦ୍ୟୋଗପତିଙ୍କ ଋଣରେ ବୁଡ଼ି ରହିଛନ୍ତି। ଆଉ ଏବେ ଜମି ଅଧିଗ୍ରହଣ ବିଲ୍ ଆଣି ସେହିସବୁ ଋଣ ପରିଶୋଧ କରିବାକୁ ଚାହୁଁଛି।

ଆଜି ଏହି ରାଲି ଆରମ୍ଭ ହେବା ପୂର୍ବରୁ ହିଁ ବିବାଦ ଆରମ୍ଭ ହୋଇଯାଇଥିଲା। ରାଳିସ୍ଥଳକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ନଛାଡ଼ିବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story