ଜୁନ୍ଦ-ଅଲ୍‌-କ୍ୱାସାର ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ, ୨୨ ମୃତ

ବେରୁଟ୍‌: ଉତ୍ତର ସିରିଆର ଅଲ୍‌-କାଏଦା ସହ ଅନୁବନ୍ଧିତ ଏକ ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ କରାଯିବାରୁ ଜଣେ କାଏଦା ସହ ସମ୍ପୃକ୍ତ ଥିବା ବରିଷ୍ଠ ମୁଖପାତ୍ରଙ୍କ ସମେତ ୨୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବ୍ରିଟେନ୍‌ରେ ଅବସ୍ଥାପିତ ସିରିଆର ମାନବିକ ଅଧିକାର ଉପରେ କାର୍ଯ୍ୟ କରୁଥିବା ସଂସ୍ଥା କହିଛି ସିରିଆ କିମ୍ବା ରୁଷିଆ ବାୟୁସେନା ପକ୍ଷରୁ ଜୁନ୍ଦ-ଅଲ୍‌-କ୍ୱାସାର ମୁଖ୍ୟାଳୟ(ନୁସ୍ରା ଫ୍ରଣ୍ଟ ଓ ଅଲ୍‌-କାଏଦା ସହ ଅନୁବନ୍ଧିତ ଆତଙ୍କୀ ସଂସ୍ଥା)କୁ ଲକ୍ଷ୍ୟ କରାଯାଇ ଗତକାଲି ରାତିରେ ଆକ୍ରମଣ କରାଯାଇଥିଲା। […]

Syria-attack-1

Syria-attack-1

Rakesh Mallick
  • Published: Monday, 04 April 2016
  • Updated: 04 May 2017, 03:44 PM IST

Sports

Latest News

ବେରୁଟ୍‌: ଉତ୍ତର ସିରିଆର ଅଲ୍‌-କାଏଦା ସହ ଅନୁବନ୍ଧିତ ଏକ ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ କରାଯିବାରୁ ଜଣେ କାଏଦା ସହ ସମ୍ପୃକ୍ତ ଥିବା ବରିଷ୍ଠ ମୁଖପାତ୍ରଙ୍କ ସମେତ ୨୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ବ୍ରିଟେନ୍‌ରେ ଅବସ୍ଥାପିତ ସିରିଆର ମାନବିକ ଅଧିକାର ଉପରେ କାର୍ଯ୍ୟ କରୁଥିବା ସଂସ୍ଥା କହିଛି ସିରିଆ କିମ୍ବା ରୁଷିଆ ବାୟୁସେନା ପକ୍ଷରୁ ଜୁନ୍ଦ-ଅଲ୍‌-କ୍ୱାସାର ମୁଖ୍ୟାଳୟ(ନୁସ୍ରା ଫ୍ରଣ୍ଟ ଓ ଅଲ୍‌-କାଏଦା ସହ ଅନୁବନ୍ଧିତ ଆତଙ୍କୀ ସଂସ୍ଥା)କୁ ଲକ୍ଷ୍ୟ କରାଯାଇ ଗତକାଲି ରାତିରେ ଆକ୍ରମଣ କରାଯାଇଥିଲା।

ଲେବାନନ୍‌ ଆତଙ୍କୀ ସଂଗଠନ ହେଜ୍‌ବୋଲ୍ଲା କହିଛି ଯେ ଏହି ବିମାନ ଆକ୍ରମଣ ଫଳରେ ନୁସ୍ରା ଫ୍ରଣ୍ଟର ଅଫିସିଆଲ୍‌ ମୁଖପାତ୍ର ରାଧୱାନ୍‌ ନାମୋସ୍‌ (ଆବୁ ଫିରାସ ଅଲ୍-ସୌରୀ) ଓ ତା’ ପୁଅର ମୃତ୍ୟୁ ଘଟିଛି।

୫ବର୍ଷ ଧରି ଚାଲିଥିବା ଯୁଦ୍ଧରେ ହେଜ୍‌ବୋଲ୍ଲା ଏକ ହଜାରରୁ ଅଧିକ ସୈନ୍ୟଙ୍କୁ ସିରିଆ ସରକାରଙ୍କ ପକ୍ଷରୁ ଲଢିବା ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story