ସେନାର ଅସ୍ତ୍ରାଗାରରେ ଅଗ୍ନିକାଣ୍ଡ: ୧୭ ଯବାନଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ପୁଲଗାଁଓ ସ୍ଥିତ ସେନାର ସବୁଠୁ ବଡ଼ ଅସ୍ତ୍ରଶସ୍ତ୍ର ଡିପୋରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ଫଳରେ ୧୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଅଫିସର୍ ଅଛନ୍ତି। ଏଥିରେ ୧୯ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ଗୋଟେ ବେଳେ ଅସ୍ତ୍ରଶସ୍ତ୍ର ଡିପୋରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ […]

pulgaon

pulgaon

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 04:56 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରର ପୁଲଗାଁଓ ସ୍ଥିତ ସେନାର ସବୁଠୁ ବଡ଼ ଅସ୍ତ୍ରଶସ୍ତ୍ର ଡିପୋରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବା ଫଳରେ ୧୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଅଫିସର୍ ଅଛନ୍ତି। ଏଥିରେ ୧୯ ଜଣ ଆହତ ହୋଇଛନ୍ତି।

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ଗୋଟେ ବେଳେ ଅସ୍ତ୍ରଶସ୍ତ୍ର ଡିପୋରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ପ୍ରଥମେ ସେନାର ଡମ୍ପିଂୟାର୍ଡରେ ଲାଗି ଥିଲା। କିନ୍ତୁ ଦେଖୁ ଦେଖୁ ତାହା ଭୟଙ୍କର ରୂପ ନେଇଥିଲା। ନିଆଁକୁ ଆୟତ୍ତ କରାଯାଇଛି।

ଅଗ୍ନିକାଣ୍ଡ ପରେ ନିକଟସ୍ଥ ଗ୍ରାମବାସୀମାନଙ୍କୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story