ଆଶାରାମଙ୍କ କ୍ଷମା ଆବେଦନ: କହିଲେ, ଆଜୀବନ ଜେଲଦଣ୍ଡ ଯନ୍ତ୍ରଣା ଦେଉଛି

ଯୋଧପୁର: ଆତ୍ମଘୋଷିତ ବାବା ତଥା ନାବାଳିକା ଦୁଷ୍କର୍ମକାରୀ ଆଶାରାମ ବାପୁ ଏବେ ଆଜୀବନ ଜେଲ୍‌ଦଣ୍ଡରୁ ରିହାତି ପାଇବାକୁ ଆବେଦନ କରିଛନ୍ତି। ଏନେଇ ସେ ରାଜସ୍ଥାନ ରାଜ୍ୟପାଳଙ୍କୁ ଲିଖିତ ଭାବେ କ୍ଷମା ଆବେଦନ କରିଛନ୍ତି।   ଆଶାରାମ ବାପୁ ନିଜକୁ ଭଗବାନ ବୋଲି ଘୋଷଣା କରିବା ସହ ଲୋକଙ୍କୁ ଦିବ୍ୟଜ୍ଞାନ ବାଣ୍ଟୁଥିଲେ। ତେବେ ୨୦୧୩ ଅଗଷ୍ଟ ୧୫ରେ ଆଶାରାମ ନିଜ ଆଶ୍ରମରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଯୋଧପୁର କୋର୍ଟ ଚଳିତ […]

asarambapu

asarambapu

Hemant Lenka
  • Published: Tuesday, 11 September 2018
  • Updated: 11 September 2018, 10:11 AM IST

Sports

Latest News

ଯୋଧପୁର: ଆତ୍ମଘୋଷିତ ବାବା ତଥା ନାବାଳିକା ଦୁଷ୍କର୍ମକାରୀ ଆଶାରାମ ବାପୁ ଏବେ ଆଜୀବନ ଜେଲ୍‌ଦଣ୍ଡରୁ ରିହାତି ପାଇବାକୁ ଆବେଦନ କରିଛନ୍ତି। ଏନେଇ ସେ ରାଜସ୍ଥାନ ରାଜ୍ୟପାଳଙ୍କୁ ଲିଖିତ ଭାବେ କ୍ଷମା ଆବେଦନ କରିଛନ୍ତି।
 
ଆଶାରାମ ବାପୁ ନିଜକୁ ଭଗବାନ ବୋଲି ଘୋଷଣା କରିବା ସହ ଲୋକଙ୍କୁ ଦିବ୍ୟଜ୍ଞାନ ବାଣ୍ଟୁଥିଲେ। ତେବେ ୨୦୧୩ ଅଗଷ୍ଟ ୧୫ରେ ଆଶାରାମ ନିଜ ଆଶ୍ରମରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଯୋଧପୁର କୋର୍ଟ ଚଳିତ ବର୍ଷ ଏପ୍ରିଲ ୨୫ରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। 
 
ଏହି ରାୟ ବିରୋଧରେ ଆଶାରାମ ଜୁଲାଇ ୨ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଏଯାଏ ଏହା ଶୁଣାଣି ପାଇଁ ତାଲିକା ଭୁକ୍ତ ହୋଇନାହିଁ।
 
ତେଣୁ ଆଶାରାମ ଏବେ କଠୋର ଶାସ୍ତିରୁ ନିସ୍ତାର ପାଇବା ପାଇଁ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ରାଜ୍ୟପାଳ ଏହାକୁ ଗ୍ରହଣ କରିବା ସହ ଆଶାରାମଙ୍କ କ୍ଷମା ଆବେଦନକୁ ଗୃହ ମନ୍ତ୍ରଣାଳୟ ପାଖକୁ ପଠାଇଦେଇଛନ୍ତି।
 
ଆଶାରାମ ତାଙ୍କ କ୍ଷମା ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ବାର୍ଦ୍ଧକ୍ୟ ଯୋଗୁ ଆଜୀବନ ଜେଲଦଣ୍ଡ ତାଙ୍କୁ ଅନେକ ଯନ୍ତ୍ରଣା ଦେଉଛି। ତେଣୁ ଏହି ଦଣ୍ଡରେ କିଛିଟା କୋହଳ କରାଯାଉ। ଯୋଧପୁର କେନ୍ଦ୍ରୀୟ ଜେଲ୍‌ ଅଧୀକ୍ଷକ  କୈଳାସ ତ୍ରିବେଦୀ କହିଛନ୍ତି, “ଆମେ ଆଶାରାମଙ୍କ କ୍ଷମା ଆବେଦନ ପାଇଛୁ। ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌କୁ କୁହାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story