ଧାର୍ମିକ ଭାବନାଙ୍କୁ ଉସ୍‌କାଇବା ଅଭିଯୋଗରେ ଆଶିଷ ଖେତାନଙ୍କ ନାମରେ ମାମଲା

ନୂଆଦିଲ୍ଳୀ: ନିଜ ଦଳୀୟ ଇସ୍ତହାରକୁ ଗୁରୁଗ୍ରନ୍ଥ ସାହେବ ସହ ତୁଳନା କରିବା ଅଭିଯୋଗରେ ଅମୃତସରର ସିବିଲ ଲାଇନ୍ସ ଥାନରେ ଆମ ଆଦମୀ ପାର୍ଟିର ନେତା ଆଶିଷ ଖେତାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆମ୍ ଆଦମୀ ପାର୍ଟି ପାଇଁ ତାର ଦଳୀୟ ଇସ୍ତହାର ବାଇବେଲ୍,ଗୀତା,ଓ ଗୁରୁଗ୍ରନ୍ଥ ସାହେବ ସହ ସମାନ ବୋଲି ସେ କହିଥିଲେ। ପଞ୍ଜାବରେ ଆପ ଏକ ନୂଆ ବିବାଦରେ ଫଶି ଯାଉଛି। ବିଧାନସଭା ନିର୍ବାଚନ ପ୍ରଚାରରେ ଦଳ ପକ୍ଷରୁ କେଜ୍ରିୱାଲଙ୍କର ଏକ ପୋଷ୍ଟର […]

ashishkhetan

ashishkhetan

Rakesh Mallick
  • Published: Wednesday, 06 July 2016
  • Updated: 06 July 2016, 05:53 PM IST

Sports

Latest News

ନୂଆଦିଲ୍ଳୀ: ନିଜ ଦଳୀୟ ଇସ୍ତହାରକୁ ଗୁରୁଗ୍ରନ୍ଥ ସାହେବ ସହ ତୁଳନା କରିବା ଅଭିଯୋଗରେ ଅମୃତସରର ସିବିଲ ଲାଇନ୍ସ ଥାନରେ ଆମ ଆଦମୀ ପାର୍ଟିର ନେତା ଆଶିଷ ଖେତାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆମ୍ ଆଦମୀ ପାର୍ଟି ପାଇଁ ତାର ଦଳୀୟ ଇସ୍ତହାର ବାଇବେଲ୍,ଗୀତା,ଓ ଗୁରୁଗ୍ରନ୍ଥ ସାହେବ ସହ ସମାନ ବୋଲି ସେ କହିଥିଲେ।

ପଞ୍ଜାବରେ ଆପ ଏକ ନୂଆ ବିବାଦରେ ଫଶି ଯାଉଛି। ବିଧାନସଭା ନିର୍ବାଚନ ପ୍ରଚାରରେ ଦଳ ପକ୍ଷରୁ କେଜ୍ରିୱାଲଙ୍କର ଏକ ପୋଷ୍ଟର ବାହାର କରାଯାଇଛି, ଯେଉଁଥିରେ ସ୍ୱର୍ଣ୍ଣ ମନ୍ଦିର ସହିତ ଝାଡୁକୁ ସ୍ଥାନିତ କରାଯାଇଛି । ଏହାକୁ ନଇ ପଞ୍ଜାବରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story