ଆସାମ ଏନଆରସି ଓ୍ୱେବସାଇଟ୍ ଅଚଳ

ଗୌହାଟି: ଆସାମରେ ଆଜି ଚୂଡ଼ାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍ଆରସି) ପ୍ରକାଶ ପାଇଛି। ଏନଆରସି ତାଲିକାରେ ନାଁ ରହିଛି କି ନାହିଁ ଆସାମବାସୀ ଆଜି ଅଫିସିଆଲ୍ ୱେବସାଇଟ୍ (www.nrcassam.nic.in) ଜରିଆରେ ଦେଖୁଛନ୍ତି। ଏବେ ଏହି ଓ୍ୱେବସାଇଟ ଖୋଲୁନଥିବା ସୂଚନା ରହିଛି। ଏକା ସମୟରେ ଅନେକ ଲୋକ ତାଙ୍କର ନାଁ ଏନଆରସିରେ ରହିଛି କି ନାହିଁ ଯାଞ୍ଚ କରୁଥିବାରୁ ଓ୍ୱେବସାଇଟ୍ କ୍ରାଶ୍‌ କରିଯାଇଛି ଅର୍ଥାତ ଏହା ହ୍ୟାଙ୍ଗ ବା ଜାମ୍ ହୋଇଯାଇଥିବାରୁ ଖୋଲୁ […]

NRC

NRC

Subhransu Sekhar
  • Published: Saturday, 31 August 2019
  • Updated: 31 August 2019, 05:56 PM IST

Sports

Latest News

ଗୌହାଟି: ଆସାମରେ ଆଜି ଚୂଡ଼ାନ୍ତ ନାଗରିକ ତାଲିକା ବା ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍ଆରସି) ପ୍ରକାଶ ପାଇଛି। ଏନଆରସି ତାଲିକାରେ ନାଁ ରହିଛି କି ନାହିଁ ଆସାମବାସୀ ଆଜି ଅଫିସିଆଲ୍ ୱେବସାଇଟ୍ (www.nrcassam.nic.in) ଜରିଆରେ ଦେଖୁଛନ୍ତି। ଏବେ ଏହି ଓ୍ୱେବସାଇଟ ଖୋଲୁନଥିବା ସୂଚନା ରହିଛି। ଏକା ସମୟରେ ଅନେକ ଲୋକ ତାଙ୍କର ନାଁ ଏନଆରସିରେ ରହିଛି କି ନାହିଁ ଯାଞ୍ଚ କରୁଥିବାରୁ ଓ୍ୱେବସାଇଟ୍ କ୍ରାଶ୍‌ କରିଯାଇଛି ଅର୍ଥାତ ଏହା ହ୍ୟାଙ୍ଗ ବା ଜାମ୍ ହୋଇଯାଇଥିବାରୁ ଖୋଲୁ ନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ସୂଚନା ରହିଛି। ସରକାରଙ୍କ ସେବା କେନ୍ଦ୍ରରେ ଏହି ସେବା ଉପଲବ୍ଧ ଥିବାରୁ ସମସ୍ତ ଲୋକ ସେଠାରେ ଯାଇଁ ଯାଞ୍ଚ କରୁଛନ୍ତି।

ସୂଚନାଯୋଗ୍ୟ, ଗୃହ ମନ୍ତ୍ରଣାଳୟ ଆଜି ଏନ୍ଆରସି ତାଲିକା ପ୍ରକାଶ କରିଛି ଯେଉଁ ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ବ୍ୟକ୍ତି ରହିଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ବିଦେଶୀ ବୋଲି ଜଣାପଡ଼ିଛି। ଯେଉଁମାନେ ଏହି ତାଲିକାକୁ ନେଇ ସନ୍ତୁଷ୍ଟ ନାହାନ୍ତି ସେମାନେ ଚାହିଁଲେ ଆସାମ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ୪୦୦ ବିଦେଶୀ ଟ୍ରିବ୍ୟୁନାଲରେ ୧୨୦ ଦିନ ମଧ୍ୟରେ ଆବେଦନ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story