ଆସାମରେ ଫୁଟିଲା ପଦ୍ମ

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ପାଦ ଥାପିଲା ବିଜେପି। ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ଗାଦିଚ୍ୟୁତ କରି ଉତ୍ତର-ପୂର୍ବର ସର୍ବାଧିକ ଜନବହୁଳ ରାଜ୍ୟ ଆସାମରେ ବିପୁଳ ବିଜୟ ହାସଲ କରିଛି ବିଜେପି। ଦିଲ୍ଲୀ ଓ ବିହାର ନିର୍ବାଚନରେ ବିପର୍ଯ୍ୟୟ ପରେ ଆସାମ ଅକ୍ତିୟାର ପାଇଁ ଦଳ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା। ଆଉ ଏହି ରାଜ୍ୟରେ ସଫଳ ହୋଇଛି ଅମିତ ଶାହାଙ୍କ ରାଜନୈତିକ ଗୋଟି ଚାଳନା। କେନ୍ଦ୍ରରେ ମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୋୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନିର୍ବାଚନ ଲଢିଥିଲା […]

Sarbananda-Sonowal

Sarbananda-Sonowal

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 02:49 PM IST

Sports

Latest News

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ପାଦ ଥାପିଲା ବିଜେପି। ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ଗାଦିଚ୍ୟୁତ କରି ଉତ୍ତର-ପୂର୍ବର ସର୍ବାଧିକ ଜନବହୁଳ ରାଜ୍ୟ ଆସାମରେ ବିପୁଳ ବିଜୟ ହାସଲ କରିଛି ବିଜେପି। ଦିଲ୍ଲୀ ଓ ବିହାର ନିର୍ବାଚନରେ ବିପର୍ଯ୍ୟୟ ପରେ ଆସାମ ଅକ୍ତିୟାର ପାଇଁ ଦଳ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା। ଆଉ ଏହି ରାଜ୍ୟରେ ସଫଳ ହୋଇଛି ଅମିତ ଶାହାଙ୍କ ରାଜନୈତିକ ଗୋଟି ଚାଳନା। କେନ୍ଦ୍ରରେ ମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୋୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନିର୍ବାଚନ ଲଢିଥିଲା ବିଜେପି। ଦଳର ଏହି ରଣନୀତି ସଫଳ ହୋଇଛି।

୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭା ଆସନରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ୮୬ ଆସନରେ ବିଜୟୀ ହୋଇଛି। ଏଜିପି ୬ଟିରେ ବିଜୟୀ ହୋଇଥିବା ବେଳେ ୮ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଗତ ନିର୍ବାଚନରେ ୭୮ଟି ଆସନ ଜିତି ସରକାର ଗଠନ କରିଥିବା ବେଳେ ୨୦୧୬ ବିଧାନସଭା ନିର୍ବାଚନରେ ଧୂଳି ଚାଟିଛି। ଦଳ ମାତ୍ର ୨୬ଟି ଆସନ ଜିତିଛି। ଅନ୍ୟପକ୍ଷରେ ଏଆଇୟୁଡିଏଫ୍‌ ୧୩ଟି ସିଟ୍‌ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ହାତେଇବାରେ ସଫଳ ହୋଇଛି। ଏହାକୁ ନେଇ ଆସାମ ବିଜେପିରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

ଗତ ନିର୍ବାଚନରେ ବିଜେପି ମାତ୍ର ୫ଟି ଆସନ ଜିତିଥିବା ବେଳେ ଏଜିପି ୧୦ଟି ଓ ବିପିଏଫ୍‌ ୧୨ଟି ଆସନରେ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story