ବାରାଣସୀ ଜେଲ୍‌ରେ ସୁରକ୍ଷାକର୍ମୀ ଓ କଏଦୀଙ୍କ ମଧ୍ୟରେ ହିଂସା

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ଜିଲ୍ଲା ଜେଲ୍‌ରେ ଶନିବାର  କଏଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି।  କଏଦୀମାନେ ସୁରକ୍ଷା କର୍ମୀଙ୍କୁ ମାରପିଟ୍ କରିବା ସହ ସେମାନଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ୍‌କୁ ଗୁଳି ଚଳାଇବାକୁ ପଡ଼ିଥିଲା। ଏହି ଘଟଣାରେ ଡେପୁଟି ଜେଲର୍ ସମେତ କେତେକ ପୋଲିସ୍‌ କର୍ମୀ ଗୁରୁତର ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ୍‌ ପରିସରରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ମଧ୍ୟ […]

banaras_jail

banaras_jail

Rakesh Mallick
  • Published: Saturday, 02 April 2016
  • Updated: 02 April 2016, 09:04 AM IST

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀ ଜିଲ୍ଲା ଜେଲ୍‌ରେ ଶନିବାର  କଏଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି।  କଏଦୀମାନେ ସୁରକ୍ଷା କର୍ମୀଙ୍କୁ ମାରପିଟ୍ କରିବା ସହ ସେମାନଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ୍‌କୁ ଗୁଳି ଚଳାଇବାକୁ ପଡ଼ିଥିଲା।

ଏହି ଘଟଣାରେ ଡେପୁଟି ଜେଲର୍ ସମେତ କେତେକ ପୋଲିସ୍‌ କର୍ମୀ ଗୁରୁତର ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ୍‌ ପରିସରରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ମଧ୍ୟ ଜେଲ୍‌ରେ ଉତ୍ତେଜନା ଜାରି ରହିଛି।

ଅତିରିକ୍ତ ଜେଲର୍‌ ପୋଲିସ୍‌ ଫୋର୍ସକୁ ନେଇ ଘଟଣାସ୍ଥଳରେ ଯାଇ ପହଞ୍ଚିଛନ୍ତି। ଏହାସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଜେଲ୍‌ରେ ଯାଇ ପହଁଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story