ବିଗ୍ ବି ଅପରାଧ ଜଗତରେ ବୁଡ଼ି ରହିଛନ୍ତି: ଅମର ସିଂହ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା  ଅମର ସିଂହ ଆଜି  ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଅମିତାଭ ବଚ୍ଚନ ଜଣେ ଏପରି ଅଭିନେତା ଯେ ଅପରାଧ ଜଗତରେ ବୁଡ଼ି ରହିଛନ୍ତି। ସେଥିପାଇଁ  ପାନାମ ପେପର୍ସରେ ତାଙ୍କ ନାମ ଆସିଛି।” ସେ ଆହୁରି ମଧ୍ୟ କହିଛନ୍ତି, “ଅମିତାଭଙ୍କ ନାମକୁ ଭୁଲ ଜାଗାରେ  ବ୍ୟବହାର କରାଯାଉଛି। ତାଙ୍କୁ ଏହି ବିଷୟରେ ଜଣା ନାହିଁ।” ସିଂହ କହିଛନ୍ତି, “ପାନାମା ପେପର୍ସ ଲିକ୍ ଘଟଣାର ତଦନ୍ତ ପାଇଁ  ମଲ୍‌ଟି […]

ଜ

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 09:56 AM IST

Sports

Latest News

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ନେତା  ଅମର ସିଂହ ଆଜି  ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଅମିତାଭ ବଚ୍ଚନ ଜଣେ ଏପରି ଅଭିନେତା ଯେ ଅପରାଧ ଜଗତରେ ବୁଡ଼ି ରହିଛନ୍ତି। ସେଥିପାଇଁ  ପାନାମ ପେପର୍ସରେ ତାଙ୍କ ନାମ ଆସିଛି।”

ସେ ଆହୁରି ମଧ୍ୟ କହିଛନ୍ତି, “ଅମିତାଭଙ୍କ ନାମକୁ ଭୁଲ ଜାଗାରେ  ବ୍ୟବହାର କରାଯାଉଛି। ତାଙ୍କୁ ଏହି ବିଷୟରେ ଜଣା ନାହିଁ।”

ସିଂହ କହିଛନ୍ତି, “ପାନାମା ପେପର୍ସ ଲିକ୍ ଘଟଣାର ତଦନ୍ତ ପାଇଁ  ମଲ୍‌ଟି ଏଜେନ୍ସି ଗ୍ରୁପ ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ଏହି ଗ୍ରୁପ ଗଠନ କରାଯାଇଛି।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସ୍ପେଶାଲ୍ ଇନ୍‌ଭେଷ୍ଟିଗେଟିଭ୍ ଟିମ୍(ଏସଆଇଟି) ଏହାର ତଦନ୍ତ କରୁଛି।  ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ଅମିତାଭଙ୍କ ଏହି ଖରାପ ସମୟରେ ତାଙ୍କୁ ଶକ୍ତି ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story