ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର: କମ୍ପାନୀ ଛାଡ଼ିଲା ଧମାକାଦାର ପ୍ଲାନ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସବୁବେଳେ ନିଜ ଗ୍ରାହକଙ୍କୁ କିଛି ନା କିଛି ଧମାକାଦାର ପ୍ଲାନ୍‌ ଦେଇ ଆସିଛି। ଏବେ କମ୍ପାନୀ ଜିଓ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ପ୍ଲାନ୍‌। ଏହି ପ୍ଲାନ୍‌ରେ ଗ୍ରାହକମାନଙ୍କୁ 1024 GB 4G ଡାଟା ଦିଆଯିବ। ଏହା ଭାରତର ସବୁଠାରୁ ବଡ଼ ଡାଟା ପ୍ଲାନ୍‌ ବୋଲି କୁହାଯାଉଛି। ତେବେ ଏହି ପ୍ଲାନ୍‌ର ଫାଇଦା କେବଳ ସିଲେକ୍‌ଟେଡ୍‌ ଗ୍ରାହକଙ୍କୁ ମିଳିବ। ଯେଉଁ ଗ୍ରାହକମାନେ Samsung galaxy S9 ଓ S9 smartphone ରିଲାଏନ୍ସ […]

rrr

rrr

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 03:07 PM IST

Sports

Latest News

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ସବୁବେଳେ ନିଜ ଗ୍ରାହକଙ୍କୁ କିଛି ନା କିଛି ଧମାକାଦାର ପ୍ଲାନ୍‌ ଦେଇ ଆସିଛି। ଏବେ କମ୍ପାନୀ ଜିଓ ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ପ୍ଲାନ୍‌। ଏହି ପ୍ଲାନ୍‌ରେ ଗ୍ରାହକମାନଙ୍କୁ 1024 GB 4G ଡାଟା ଦିଆଯିବ। ଏହା ଭାରତର ସବୁଠାରୁ ବଡ଼ ଡାଟା ପ୍ଲାନ୍‌ ବୋଲି କୁହାଯାଉଛି। ତେବେ ଏହି ପ୍ଲାନ୍‌ର ଫାଇଦା କେବଳ ସିଲେକ୍‌ଟେଡ୍‌ ଗ୍ରାହକଙ୍କୁ ମିଳିବ। ଯେଉଁ ଗ୍ରାହକମାନେ Samsung galaxy S9 ଓ S9 smartphone ରିଲାଏନ୍ସ ଜିଓର ଅଫିସିଆଲ ୱେବସାଇଟରୁ କିଣିଥିବେ, ସେମାନେ ଏହି ଡାଟା ପ୍ଲାନ୍‌ର ଲାଭ ନେଇପାରିବେ। ଏଥିପାଇଁ ତାଙ୍କୁ ୪,୯୯୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଏହି ପ୍ଲାନରେ 1TB ସହ ଅନଲିମିଟେଡ୍‌ ଡାଟା ମିଳିବ। ଏହାସହ ମାଗଣାରେ କଳିଙ୍ଗ, ରୋମିଙ୍ଗ ଓ ଏସଏମ୍‌ଏସ୍‌ ପରି ସୁବିଧା ମିଳିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ଷକ ପୂର୍ବରୁ 1026GB 4G ଡାଟା ସରିଗଲେ ଚିନ୍ତା କରିବାର ନାହିଁ। କାରଣ କମ୍ପାନୀ ଯୋଗାଇ ଦେବ ୨ଜିବି ସ୍ପିଡ୍‌ର ଡାଟା। ଯେଉଁ ଗ୍ରାହମମାନେ ଏହି ଡାଟା ବ୍ୟବହାର କରିବେ, ସେମାନେ ଅନ୍ୟ ବ୍ୟବହାରକାରୀଙ୍କଠାରୁ ଅଧିକ ୧୫୦୦ ଟଙ୍କାର ଲାଭ ପାଇବେ।

ଜିଓର ସବୁଠାରୁ ବଡ଼ ଡାଟା ପ୍ଲାନ୍‌:

କମ୍ପାନୀ ପାଖରେ ରହିଛି ଦୁଇଟି ବଡ଼ ଡାଟା ପ୍ଲାନ୍‌। କମ୍ପାନୀର ରେଗୁଲାର ୪,୯୯୯ ଟଙ୍କାର ପ୍ଲାନ୍‌ରେ ଗ୍ରାହକଙ୍କୁ 350 GB ଡାଟା ମିଳୁଥିଲା। ତେବେ ଏହି ପ୍ଲାନ୍‌ ଗ୍ରାହକ ସାମ୍‌ସଙ୍ଗ ଫୋନ୍‌ରେ ବ୍ୟବହାର କରୁଥିବେ ସେମାନଙ୍କୁ ଅଧିକ 650 GB 4GB ଡାଟା ମିଳିବ।

କମ୍ପାନୀର ସବୁଠାରୁ ବଡ଼ ଡାଟା ପ୍ଲାନ୍‌ ହେଉଛି ୯,୯୯୯ ଟଙ୍କା। ଏଥିରେ 750 GB ଡାଟା ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story