ନିର୍ବାଚନ ପୂର୍ବରୁ ବିହାର ଉପମୁଖ୍ୟ ମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ କରୋନା

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରାଦାର ଚାଲିଥିବା ବେଳେ ବିଜେପିକୁ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। କାରଣ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆସନ୍ତା ୨୮ ତାରିଖରେ ଆରମ୍ଭ ହେବ। ଏହା ପୂର୍ବରୁ ଦଳର ତୁଙ୍ଗ ନେତା କରୋନାରେ ଆକ୍ରାନ୍ତ ହୋଇ ପ୍ରଚାର କାର୍ଯ୍ୟରୁ […]

f

f

Hemant Lenka
  • Published: Thursday, 22 October 2020
  • Updated: 22 October 2020, 03:08 PM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରାଦାର ଚାଲିଥିବା ବେଳେ ବିଜେପିକୁ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

କାରଣ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆସନ୍ତା ୨୮ ତାରିଖରେ ଆରମ୍ଭ ହେବ। ଏହା ପୂର୍ବରୁ ଦଳର ତୁଙ୍ଗ ନେତା କରୋନାରେ ଆକ୍ରାନ୍ତ ହୋଇ ପ୍ରଚାର କାର୍ଯ୍ୟରୁ ବାଦ୍‌ ପଡ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଆଜି ମଧ୍ୟାହ୍ନରେ ସୁଶୀଲ କୁମାର ମୋଦି କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋ ରିର୍ପୋଟ ପଜିଟିଭ ଆସିଛି। ତେବେ ମୋ ଶରୀରର ସମସ୍ତ ପାରାମିଟର ଠିକ ରହିଛି। କେବଳ କିଛି ମାଇଲ୍ଡ ଲକ୍ଷଣ ଦେଖାଯାଉଛି। ଦୁଇ ଦିନ ହେଲା ମୋ ଶରୀରର ତାପମାତ୍ରା ବଢ଼ି ନାହିଁ। ଅଧିକ ମନିଟରିଂ ପାଇଁ ପାଟନା ଏମ୍ସରେ ଆଡମିଟ୍‌ ହୋଇଛି। ଫୁସଫୁସର ସିଟି ସ୍କାନ ଠିକଠାକ ରହିଛି। ମୁଁ ଖୁବଶୀଘ୍ର ପ୍ରଚାର କାର୍ଯ୍ୟକ୍ରମକୁ ଆସିବି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story